ଯାଜପୁର ଜିଲ୍ଲା ସୁକିନ୍ଦା ଶାନ୍ତ ପ୍ରିୟ ନିର୍ବାଚନ ମଣ୍ଡଳୀ ଏହି ନିର୍ବାଚନ ମଣ୍ଡଳୀ ରେ ଦ୍ରୁଲବ କ୍ରମାଇଟ ଲୁହା ବିଭିନ୍ନ ଖଣିଜ ଦ୍ରବ୍ୟ ଜଙ୍ଗଲ ସମ୍ପଦ ଭରି ରହିଚି l ସୁକିନ୍ଦା ରତ୍ନ ଭଗା ବୋଲି ରାଜ୍ୟ ଦେଶ ତଥା ବିଶ୍ବିର ବିଖ୍ୟାତ l ଏବେ ସୁକିନ୍ଦା ର ରାଜନୈତିକ ପଟ ପରିବର୍ତନ ହୋଇଚି l ବିଜେପି ଦଳ ରାଜ୍ୟ ରେ ଶାସନ କୁ ଆସିଚି l ବି ଜେ ପି ନେତା କର୍ମୀ ମାନେଉଦ୍ଦେଶ୍ୟ ମୂଳକ ଭାବେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଛନ୍ତି l ନିଜର କ୍ଷମତା ବଳରେ ନିଜର ପତିପତିଆର ଓ ଜାହିରି କରିବା ପାଈ ଖଣି ଉପତ୍ୟକା ରେ ଅଶାନ୍ତ ପରିସ୍ଥିତ ସୃଷ୍ଟି କରିବା ପାଇଁ ମାଡ଼ ଧର କରିବା ଦ୍ୱାରା ସମଗ୍ର ଖଣି ଉପତ୍ୟକା ରେ ଉତେଜନା ଲାଗି ରହିଛି l ଶ୍ରମିକ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି ପୋଲିସ ନିକଟ ରେ ଅଭିଯୋଗ
କଲେ ପୋଲିସ ହାତ ବାନ୍ଧି ବସିଛି l ଶାସକ ଦଳ ବିଧାୟକଙ୍କ ଙ୍କ କଥାରେ ପୋଲିସ୍ ପରିଚାଳିତ ହେଉଚ୍ଚନ୍ତି l ଅଭିଯୋଗ କାରୀ ମାଡ଼ ଗାଳିଗୁଲଜ ଖାଇ ଭାଗ୍ୟ ଆଦରି ରହୁଛନ୍ତିl ବିଗତ ଦିନରେ କଂଗ୍ରେସ ଜନତା ଦଳ ବିଜେଡ଼ି ଶାସନ ସମୟ ରେ ଖଣି ଅଳରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇ ନ ଥିଲା l
ସୁକିନ୍ଦା ଏକ ଶାନ୍ତିପ୍ରିୟ ଅଞ୍ଚଳ ଭାବେ ଖ୍ୟାତି ଅର୍ଜନ କରିଥିଲା। ବି ଜେପି ଶାସନ କୁ ଆସିଲା ପରେ ବିଭିନ୍ନ ସ୍ଥାନ ରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଛି l
. ସୁକିନ୍ଦାର ଖଣି ଅଞ୍ଚଳରେ ହଜାର ହଜାର ଶ୍ରମିକ ଭାଇ ଭଉଣୀ କାମ କରି ନିଜ ପରିବାର ପୋଷନ୍ତି।
.ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସୁକିନ୍ଦାର ଖଣି ଅଞ୍ଚଳରେ ଅଶାନ୍ତର ବାତାବରଣ ସୃଷ୍ଟି ହେଉଛି।
.ନୀରିହ ଶ୍ରମିକ ଭାଇ ଭଉଣୀ ମାନଙ୍କ ସୁରକ୍ଷା ବ୍ୟାହତ ହେଉଛି
.କର୍ତ୍ତବ୍ୟବାନ ନୀରିହ ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ ଆସନ୍ତାକାଲି ‘ ଜୁନ୍ ୧’ରେ ଖଣି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି।
ଖଣି ଅଞ୍ଚଳ
. ଶ୍ରମିକଙ୍କ ସ୍ବାର୍ଥ ଓ ସୁରକ୍ଷା ପାଇଁ ଓ ଗଣ୍ଡ ଗୋକ କlରି ମାନଂକୁ ଗିରଫ କରିବାପାଇଁ ଏ ବନ୍ଦ ଡାକରାକୁ ଦିଅ ଯାଇଚି। ପୁର୍ବ ତନ ମନ୍ତ୍ରୀ ଇଂ ପ୍ରିତିରଞ୍ଜ ଘଡେଇ ଶ୍ରମିକ ମାନଂକୁ ସୁରକ୍ଷା ଦେବା ପାଇଁ ନେତୃତ୍ଵ ନେଇଛନ୍ତି
ଖଣି ଅଞଚଳବାସୀଙ୍କ ଙ୍କ ମୁହଁ ହସ ଫୁଟାଇ ବା ପାଇଁ ଶାନ୍ତି ଶୃଙ୍ଖଳାରେ ଶହ କାଳିଆ ପାଣି ଥାନା ସମ୍ମୁରେ ଆସନ୍ତା 1ତାରିଖ ରେ ଧାରଣା ଦେବl ପାଈ ଶ୍ରୀ ଘଢେଲ ନିଷ୍ପତି ନେଇ ଛନ୍ତି l
ଶାନ୍ତ ସୁକିନ୍ଦା କୁ ଅଶାନ୍ତ କରୁଚି କିଏ?

Leave a Comment