LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ପ୍ରଥମ ରାଉଣ୍ଡ ସୁଦ୍ଧା କିଏ ରହିଛି ଆଗରେ ?
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜନୀତି

ପ୍ରଥମ ରାଉଣ୍ଡ ସୁଦ୍ଧା କିଏ ରହିଛି ଆଗରେ ?

Levlive Odia
Last updated: June 4, 2024 11:50 am
Levlive Odia
1 year ago
Share
SHARE

ଭୋଟ୍ ଗଣନା ଆରମ୍ଭ ହୋଇଛି । ଆଜି ସକାଳୁ ରାଜ୍ୟର ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ ଲୋକସଭା ଏବଂ ଓଡ଼ିଶା ବିଧାନସଭା ପାଇଁ ଗଣତି ଆରମ୍ଭ ହୋଇଛି। ପ୍ରାଥମିକ ରାଉଣ୍ଡରେ ଅନେକ ସ୍ଥାନରେ ବିଜେପି ପ୍ରାର୍ଥୀ ଆଗରେ ଥିବା ଦେଖିବାକୁ ମିଳିଛି। ସକାଳ ସାଢ଼େ ୧୦ଟା ସୁଦ୍ଧା ଓଡ଼ିଶା ବିଧାନସଭାର ୪୫ଟି ଆସନ ଲାଗି ପ୍ରଥମ ରାଉଣ୍ଡ ଚିତ୍ର ସାମ୍ନାକୁ ଆସିଛି। ତା’ ଭିତରେ ବିଜେପି ପ୍ରାୟ ୨୫ଟି ଆସନରେ ଆଗୁଆ ଚାଲିଛି। ବିଜେଡି ୧୫ଟି ସିଟରେ ଆଗରେ ରହିଛି। କଂଗ୍ରେସ ୩ଟି ଆସନରେ ପଛରେ ଥିବା ଜଣାପଡ଼ିଛି। ସେହିପରି ଲୋକସଭା ଫଳାଫଳରେ ପ୍ରଥମ ରାଉଣ୍ଡରେ ବିଜେପି ଆଗରେ ରହିଛି। ୧୫ଟି ଆସନରୁ ଚିତ୍ର ଆସିଛି। ତା’ ଭିତରେ ୧୨ଟି ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି। ଗୋଟିଏ ଆସନରେ ବିଜେଡି ଆଗରେ ରହିଛି। ସେହିପରି କଂଗ୍ରେସ ଗୋଟିଏ ଆସନରେ ଆଗରେ ଚାଲିଛି।

You Might Also Like

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ନୂଆ ମୁଖ୍ୟମନ୍ତ୍ରୀ

ମେଘ ଗର୍ଜନ ଆସୁଚି ଝିପି ଝିପି ବର୍ଷା ହୋଇ ଚlଢ଼ି ଯାଉଚି ପୋଖରୀ ଗାଡିଆ ଜମୀ ବାଡ଼ି ଶୁଖିଲା ପଡ଼ିଛି ପାଣି ଅଭାବ ରୁ ଧାନ ତଳି ପଡି ନାହିଁ

୩ ପ୍ରମୁଖ ଦଳ ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ

ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ, ସରକାରୀ କର୍ମଚାରୀଙ୍କୁ ମିଳିଲା ଛୁଟି.

୫ବର୍ଷରେ ସାଂସଦଙ୍କ ସମ୍ପତି ୩୦ ଗୁଣା ବୃଦ୍ଧି

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ଜୀବନଚର୍ଯ୍ୟା

ବହୁ ସମସ୍ୟାର ଗୋଟିଏ ମହୋଷଧୀ ଅନୁଲୋମବିଲୋମ

Levlive Odia
Levlive Odia
2 years ago
ଓଡ଼ିଶାର ଦହିବରା ଯିଏ ଖାଇଛି ସେ ପ୍ରଶଂସା ନ କରି କଣ ରହିପାରିଛି
କପିଲ ଶର୍ମା-ହୁମା କୁରେଶି-ହିନା ଖାନ୍‌ଙ୍କୁ ED ନୋଟିସ
ମାଲେସିଆ ନୌସେନାର ଦୁଇ ହେଲିକପ୍ଟର ମଝି ଆକାଶରେ ଧକ୍କା
ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚରଣ ନିଗମ ଲିମିଟେଡ(ଓପିଟିସିଏଲ)ରେ ୪୧୨ ଜଣଙ୍କୁ ମିଳିଲା ନିଯୁକ୍ତି
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha