LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: Google Pay ଆଣିଲା ନୂଆ ଟେକ୍ନୋଲୋଜି UPI LITE
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ବାଣିଜ୍ୟ

Google Pay ଆଣିଲା ନୂଆ ଟେକ୍ନୋଲୋଜି UPI LITE

Levlive Odia
Last updated: July 13, 2023 5:23 pm
Levlive Odia
2 years ago
Share
SHARE

ଗୁରୁବାର ଗୁଗୁଲ ପେ’ ପକ୍ଷରୁ ଲଞ୍ଚ ହେଲା ଆଉ ଏକ ନୂଆ ଆପ୍‌ । UPI LITE ଭାବେ କରାଯାଇଛି ତାର ନାମକରଣ । ଏଥିରେ ଗୁଗୁଲ ପେ’ ଭଳି ସମସ୍ତ ସୁବିଧା ରହିଥିଲେ ମଧ୍ୟ କିଛିକାଂଶରେ ରହିଛି ପ୍ରତିବନ୍ଧକ । କିନ୍ତୁ ରହିଛି ଅନେକ ଆଡ୍‌ଭାନ୍ସ ଟେକ୍ନୋଲୋଜି । ମାତ୍ର ଗୋଟିଏ କ୍ଲିକ୍‌ରେ କରିହେବ ପେମେଣ୍ଟ । ବିନା ୟୁପିଆଇ ପିନ୍‌ ଦେଇ କରିହେବ ଟ୍ରାଞ୍ଜାକ୍ସନ ।ଏହି UPI LITE ୟୁଜରଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍‌ ଥିଲେ ମଧ୍ୟ କୋର ବ୍ୟାଙ୍କିଂ ସିଷ୍ଟମ ସହ ଜଡ଼ିତ ନୁହେଁ । ଯାହାଫଳରେ ସାଇବର ଠକାମୀରୁ ଆପଣ ବର୍ତ୍ତିପାରିବେ । ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି UPI LITE ଆକାଉଣ୍ଟରେ ଦିନକୁ ଦୁଇ ଥର ୨୦୦୦ ଟଙ୍କା ଲେଖାଏଁ ଆପଣ ଲୋଡ୍‌ କରିପାରିବେ । ଆଉ ସେଥିରୁ ହିଁ ଯାହା ଖର୍ଚ୍ଚ କରିବେ । ସବୁଠାରୁ ବଡ଼ କଥା ହେଲା, ଥରକେ ଆପଣ ଅଧିକରୁ ଅଧିକ ୨୦୦ ଟଙ୍କା ପର୍ଯ୍ୟନ୍ତ କରିପାରିବେ ପେମେଣ୍ଟ । ଯାହାଫଳରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଭୁଲ୍‌ରେ ବି ଅଧିକ ଟଙ୍କା କଟିବାର ସମ୍ଭାବନା ନାହିଁ । ଏହାର ଆଉ ଏକ ଦିଗ ହେଉଛି, ଏଭଳି ଟେକ୍ନୋଲୋଜି ବା ଫିଚର ଦ୍ୱାରା ଆପଣ ସାଇବର ଠକାମୀରୁ ବର୍ତ୍ତିପାରିବେ । ସାଇବର ଠକ ଏଣିକି ଆପଣଙ୍କ ଆକାଉଣ୍ଟ ଖାଲି କରିପାରିବ ନାହିଁ ।

You Might Also Like

ହ୍ୱାଟ୍ସଆପରେ ଆସିଲା ‘ଚ୍ୟାନେଲ’ ଫିଚର୍

ଶସ୍ତା ହେଲା ସିଲିଣ୍ଡର ଗ୍ରାହକ ଆଶ୍ବସ୍ତି !

ମେଟାରେ ୧୦,୦୦୦ ଛଟେଇ ଆରମ୍ଭ

ମହଙ୍ଗା ହେବ ଟାଟା ମୋଟର୍ସର ଗାଡ଼ି

ଜିଏସ୍‌ଟି ଆଦାୟ ପ୍ରଥମ ଥର ଟପିଲା ୧.୮୭ ଲକ୍ଷ କୋଟି

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ଦେଶ-ବିଦେଶ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ଅନୁପମ ଖେର

Levlive Odia
Levlive Odia
1 year ago
ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପଇ ସୋରେନ୍
ଗଣେଶ ପୂଜାରେ ପ୍ରବଳ ବର୍ଷା
ଆଜି ସ୍ନାନଯାତ୍ରା;ସ୍ନାନ ବେଦୀରେ ବିରାଜିଲେ କାଳିଆ ଠାକୁର
ଲକ୍ଷେ କି କୋଟିଏ ନୁହେଁ ,୬ ଶହ କୋଟି ଟପିଲା
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha