LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ୨୭ ତାରିଖ ବେଳକୁ ଲଘୁଚାପ ଅବପାତରେ ପରିଣତ ସମ୍ଭାବନା
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

୨୭ ତାରିଖ ବେଳକୁ ଲଘୁଚାପ ଅବପାତରେ ପରିଣତ ସମ୍ଭାବନା

Levlive Odia
Last updated: November 22, 2023 4:14 pm
Levlive Odia
2 years ago
Share
SHARE

ଆଣ୍ଡାମାନ ସାଗର ଅଞ୍ଚଳରେ ୨୬ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୨୭ ତାରିଖ ବେଳକୁ ଲଘୁଚାପ ଅବପାତରେ ପରିଣତ ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ଅବପାତ ହେବ । ଲଘୁଚାପ ଓ ଅବପାତ ସମ୍ଭାବନା ନେଇ ପାଣିପାଗ ବିଭାଗର ସୂଚନା ଦେଇଛି । ଅବପାତ ପରବର୍ତ୍ତୀ ଅବସ୍ଥାରେ କି ରୂପ ନେବ, ତାହା ସ୍ପଷ୍ଟ ହୋଇନି ।

You Might Also Like

ବିଲରେ ଚାଷ କରୁଥିବାବେଳେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ଜଳିଗଲେ ଚାଷୀ

ବଙ୍ଗୋପସାଗରରେ ଦୁଇ ଦୁଇଟି ଲଘୁଚାପ ଆଶଙ୍କା

ସ୍ତ୍ରୀକୁ ଛୁରିରେ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ସନ୍ଦେହ

ଭୋଗରାଇରେ ପାଗଳା କୁକୁର ଆତଙ୍କ; ଯାହାକୁ ଦେଖୁଛି ଗୋଡାଇ ଗୋଡାଇ କାମୁଡୁଛି

ଭୁବନେଶ୍ୱରରେ ଲଭ୍ ଜିହାଦ! ଝିଅର ଧର୍ମ ପରିବର୍ତ୍ତନ କରି କାଶ୍ମୀର ନେବାକୁ ଉଦ୍ୟମ କରୁଥିଲା ଯୁବକ, ମହିଳା ଥାନାରେ ଅଟକ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

ଦୁର୍ଘଟଣା ପରେ ଜଳିଗଲା ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍, ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ

Levlive Odia
Levlive Odia
8 months ago
ରଥଯାତ୍ରାରେ ବଢ଼ିବ ଜୋତା ଓ ଗାଡ଼ି ପାର୍କିଂ ଫି: ମୋବାଇଲ୍‌, ଦୁଇଚକିଆ ପାଇଁ ଭକ୍ତ ଗଣିବେ ୨ଗୁଣା ଟଙ୍କା
ବୀମା ନ ଥିଲେ ଧରିବ ଟୋଲଗେଟ, ଜରିମାନା ସହିତ ମିଳିବ ଜେଲ ଦଣ୍ଡ; ଫେବୃଆରୀ ପହିଲାରୁ ଲାଗୁହେବ ନିୟମ
ୟଶ ଚୋପ୍ରାଙ୍କ ଜନ୍ମ ବାର୍ଷିକୀରେ ଆସିଲା ‘Tiger 3’ ମେସେଜ୍ ..
ଆଜି ଗୁରୁ ଦିବସ : ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ କିଏ ?
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha