LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ମହଙ୍ଗା ହେବ ଟାଟା ମୋଟର୍ସର ଗାଡ଼ି
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ବାଣିଜ୍ୟ

ମହଙ୍ଗା ହେବ ଟାଟା ମୋଟର୍ସର ଗାଡ଼ି

Levlive Odia
Last updated: June 19, 2024 4:03 pm
Levlive Odia
1 year ago
Share
SHARE

କଣ ଆପଣ କାର କିଣିବାକୁ ଚାହୁଁଛନ୍ତି କି? କଣ ଟାଟା କମ୍ପାନୀ ଗାଡ଼ି କିଣିବାକୁ ଆପଣଙ୍କର ଇଚ୍ଛା ହେଉଚି କି? ତାହାଲେ ଆଜିର ଖବର ଜାଣି ଗାଡ଼ି କିଣିବାର ନିର୍ଣ୍ଣୟ ନିଅନ୍ତୁ।ଦେଶର ବଡ଼ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସ ନିଜ କଷ୍ଟମର୍ସଙ୍କୁ ଝଟକା ଦେଇଛି । କମ୍ପାନୀ ନିଜ କମର୍ସିଆଲ ଭେହିକିଲ୍ସର ମୂଲ୍ୟ ବଢାଇବାର ଘୋଷଣା କରିଛି । ଟାଟା ମୋଟର୍ସର ଗାଡିମାନ ପାଖାପାଖି ୨ ପ୍ରତିଶତ ମହଙ୍ଗା ହେବାକୁ ଯାଉଛି । ନୂଆ ମୂଲୂ ଜୁଲାଇରୁ ଲାଗୁ ହେବାକୁ ଯାଉଛି । ଟାଟା ମୋଟର୍ସ ବୁଧବାର ଦିନ କହିଛି ଯେ, କମୋଡିଟୀ ପ୍ରାଇସରେ ବୃଦ୍ଧି ଘଟିବା ଯୋଗୁଁ ନିଜ ଭେହିକିଲ୍ସର ରେଟ ବଢାଇବା ପାଇଁ ପଡୁଛି । କମ୍ପାନୀ କହିବାନୁଯାୟୀ, ସମସ୍ତ ଭ୍ୟାରିଏଣ୍ଟରେ ଏହାର ବୃଦ୍ଧି ଭିନ୍ନ-ଭିନ୍ନ ରହିବ । ଟାଟା ମୋଟର୍ସ ବିବୃତ୍ତି ଜାରି କରି କହିଛି ଯେ, କମ୍ପାନୀ ଏହି ସମୟରେ ନୂଆ ପ୍ରଡକ୍ଟ ଆଣିବା ଲାଗି ପ୍ରସ୍ତୁତି ଚଳାଇଛି । ଏହି ଗାଡ଼ି ଜେନ ନେକ୍ସଟ କଷ୍ଟମର୍ସଙ୍କ ଆବଶ୍ୟକତା ହିସାବରେ ଭାରତ, ବ୍ରିଟେନ, ଆମେରିକା, ଇଟାଲୀ ଏବଂ ସାଉଥ କୋରିଆରେ ଡିଜାଇନ କରାଯାଇଛି । ଏହି ସମସ୍ତ ଯାନ ମଡର୍ଣ୍ଣ ଟେକ୍ନୋଲୋଜୀରୁ ଲେସ ଅଟେ । ରେଭେନ୍ୟୁ ହିସାବରେ ଦେଶର ବଡ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସ ଗତ ଥର ନିଜ କମର୍ସିଆଲ ଭେହିକିଲର ମୂଲ୍ୟରେ ମାର୍ଚ୍ଚରେ ୨ ପ୍ରତିଶତ ବଢାଇଥିଲା । ଟାଟା ମୋଟର୍ସର ରେଭେନ୍ୟୁ ଅର୍ଥିକ ବର୍ଷ ୨୦୨୪ରେ ୫୨.୪୪ ଆରବ ଡଲାର ରହିଛି ।

You Might Also Like

ପାନ୍ କାର୍ଡ ପାଇଁ ଏବେ ଏହି ଲୋକଙ୍କୁ ଦେବାକୁ ପଡିବ ୧୦,୦୦୦ ଟଙ୍କା ଜୋରିମାନା

ଭୁବନେଶ୍ବରରୁ ବିମାନ ସେବା ଆରମ୍ଭ କଲା ଆକାଶ ଏୟାର

ଖୁବ୍‌ଶୀଘ୍ର ଟ୍ୱିଟର CEO ପଦ ଛାଡ଼ିବେ ଏଲନ ମସ୍କ, ପଦ ସମ୍ଭାଳିବେ ଜଣେ ମହିଳା.

ଦିନ ରାତି ମନଭରି ଚଲାନ୍ତୁ ଏସି ! ବିଜୁଳି ବିଲ୍‌ ଆସିବ ଏକଦମ୍‌ କମ୍‌

୨୦୨୩ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୭.୨%

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

ଓଡ଼ିଶାର ପୂର୍ବତନ କ୍ରାଇମବ୍ରାଞ୍ଚ ଏଡିଜି ତଥା ଅରୁଣ ବୋଥ୍ରାଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା

Levlive Odia
Levlive Odia
4 months ago
ଆଜି ୟୁକେରେ ସାଧାରଣ ନିର୍ବାଚନ:ବଢୁଛି ଭାରତୀୟଙ୍କ ଆଧିପତ୍ୟ
ଶ୍ରୀମନ୍ଦିର ବାହାରେ ନକଲି ମହାପ୍ରସାଦ
ସେନାର ଯବାନଙ୍କ ପାଇଁ ଅତ୍ୟାଧୁନିକ ବୁଲେଟ ପ୍ରୁଫ୍ ଜାକେଟ୍ ପ୍ରସ୍ତୁତ
ଅପରେସନ୍‌ ଅଜୟ:ଭାରତୀୟଙ୍କୁ ଇସ୍ରାଏଲ୍‌ରୁ ଆଣିଥିବା ପ୍ରଥମ ବିମାନ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha