LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଦିନିକିଆରୁ ଅବସର ଘୋଷଣା କଲେ ଷ୍ଟିଭ୍‌ ସ୍ମିଥ୍‌
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ଖେଳ

ଦିନିକିଆରୁ ଅବସର ଘୋଷଣା କଲେ ଷ୍ଟିଭ୍‌ ସ୍ମିଥ୍‌

Levlive Odia
Last updated: March 5, 2025 4:18 pm
Levlive Odia
4 months ago
Share
SHARE

ନୂଆଦିଲ୍ଲୀ: ଚମ୍ପିଆନ୍ସ ଟ୍ରଫି ୨୦୨୫ ସେମିଫାଇନାଲରେ ଭାରତଠାରୁ ପରାଜିତ ହେବା ପରେ ଅଷ୍ଟ୍ରେଲିଆ କ୍ରିକେଟ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଦିନିକିଆ କ୍ରିକେଟକୁ ଅଲ୍‌ବିଦା କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ଅଧିନାୟକ ଷ୍ଟିଭ୍ ସ୍ମିଥ୍। ୧୭୦ଟି ଦିନିକିଆ ଖେଳି ଶେଷରେ ବୁଧବାର ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ସ୍ମିଥ୍‌।

ସୂଚନାଯୋଗ୍ୟ, ମଙ୍ଗଳବାର ଅଷ୍ଟ୍ରେଲିଆ ଚାରି ୱିକେଟ୍ ହରାଇ ଭାରତଠାରୁ ପରାଜିତ ହୋଇଥିଲା। ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ସ୍ମିଥ୍ ଦଳର ନେତୃତ୍ଵ ନେଇଥିଲେ।

You Might Also Like

ଦକ୍ଷିଣ ଆଫ୍ରିକାରେ ଶୁଭିଲା ଶ୍ରୀରାମଙ୍କ ଭଜନ

ଅକ୍ଟୋବର ୫ରୁ ଆରମ୍ଭ ହେବ ଆଇସିସି ଏକଦିବସୀୟ ବିଶ୍ୱକପ୍

୨୦୩୬ ଯାଏଁ ଓଡିଶା ହକିର ପ୍ରାୟୋଜକ

ଧାୱନଙ୍କ ଆହତ ନେଇ ଚିନ୍ତାରେ ପଞ୍ଜାବ…

ବିଜୟ ସହିତ ବିଦାୟ ନେଲେ ରାହୁଲ ଦ୍ରାବିଡ-ବିରାଟ-ରୋହିତ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ବିଶେଷ

ଏମିତି କରନ୍ତୁ ଶିବରାତ୍ରି ଓଷା

Levlive Odia
Levlive Odia
1 year ago
ଆଜି ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ
ଡ଼ରାଇଲାଣି ଡ଼େଙ୍ଗୁ, ରାଜ୍ୟରେ ୨ଶହ ପାର୍ କଲା ଡେଙ୍ଗୁ
ଦିଳ୍ଲୀପ ରାୟଙ୍କୁ ଆଶ୍ୱସ୍ତି, ଲଢିବେ ନିର୍ବାଚନ !
ଲଭ୍‌-ସେକ୍ସ-ଧୋକା ଅଭିଯୋଗରେ ପୋଲିସ ଏସଆଇ ଗିରଫ, ପ୍ରେମ ଜାଲରେ ଫସାଇ ଯୁବତୀଙ୍କୁ କରିଥିଲେ ଦୁଷ୍କର୍ମ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha