LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଧୂମପାନ ପରେ ଶରୀରକୁ ଯାଉଥିବା ନିକୋଟିନ୍‌କୁ ବାହାର କରିବା ପାଇଁ ଖାଆନ୍ତୁ ଏହି ୬ଟି ଫଳ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ଜୀବନଚର୍ଯ୍ୟା

ଧୂମପାନ ପରେ ଶରୀରକୁ ଯାଉଥିବା ନିକୋଟିନ୍‌କୁ ବାହାର କରିବା ପାଇଁ ଖାଆନ୍ତୁ ଏହି ୬ଟି ଫଳ

Levlive Odia
Last updated: October 22, 2023 5:25 pm
Levlive Odia
2 years ago
Share
SHARE

ତମାଖୁ ଶରୀର ପାଇଁ ହାନିକାରକ । ଏହି ସତର୍କତା ସିଗାରେଟ୍‌ ବକ୍ସରେ ଲେଖାଥାଇ ମଧ୍ୟ ଲୋକମାନେ ଧୂମପାନକୁ ନିଜର ଅଭ୍ୟାସରେ ପରିଣତ କରୁଛନ୍ତି । ସବୁ ଜାଣି ସେମାନେ ନିଜକୁ ଅନେକ ଶାରୀରିକ ସମସ୍ୟା ଆଡ଼କୁ ଠେଲି ଦେଉଛନ୍ତି । ଧୂମପାନ କରିବା ସମୟରେ ସେଥିରୁ ବାହାରୁଥିବା ଧୂଆଁ ଜରିଆରେ ନିକୋଟିନ୍‌ ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କରେ ପ୍ରବେଶ କରିଥାଏ । ଯାହା ଧିରେ ଧିରେ ମଣିଷକୁ ନିଜ ଅଧିନକୁ ନେଇ ଆସିଥାଏ । ଦିନକୁ ଦିନ ମଣିଷର ଧୂମପାନ କରିବାର ଅଭ୍ୟାସ ବଢ଼ି ବଢ଼ି ଚାଲିଥାଏ । ଯାହା ପରେ ଫୁସ୍‌ଫୁସ୍‌ କର୍କଟ ରୋଗର କାରଣ ପାଲଟି ଥାଏ । ଏଭଳି ସମସ୍ୟାରୁ ବଞ୍ଚିବା ସହ ଶରୀରରୁ ନିକୋଟିନ୍‌ ବାହାର କରିବା ପାଇଁ ହେଲେ ଧୂମପାନ ପରେ ଏହି ସବୁ ଫଳ ନିଶ୍ଚୟ ଭାବରେ ଖାଆନ୍ତୁ । ଆସନ୍ତୁ ଜାଣିବା ସେ ବିିଷୟରେ….

୧. ଫଳମାନଙ୍କ ମଧ୍ୟରୁ ସେଓକୁ ସବୁଠାରୁ ପୁଷ୍ଟିକର ବୋଲି କୁହାଯାଏ । ଏଥିରେ ଅନେକ ପ୍ରକାରର ଭିଟାମିନ୍‌ ଏବଂ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଥାଏ, ଯାହା ଫୁସ୍‌ଫୁସ୍‌ ସମ୍ବନ୍ଧିତ ସମସ୍ତ ସମସ୍ୟାକୁ ଦୂର କରିଥାଏ । ସେଥିପାଇଁ ଧୂମପାନ କରିବା ପରେ ସେଓ ନିଶ୍ଚୟ ଖାଆନ୍ତୁ ।

୨. ଫୁସ୍‌ଫୁସ୍‌ରେ ଜମା ହୋଇ ରହିଥିବା ନିକୋଟିନ୍‌ର ପ୍ରଭାବକୁ କମ କରିବା ପାଇଁ ରସୁଣ ଖାଇବା ଆରମ୍ଭ କରନ୍ତୁ । ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଆଣ୍ଟି-ବାୟୋଟିକ୍‌ ଗୁଣ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହ ନିକୋଟିନ୍‌ ଭଳି ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ।

୩. ଆଣ୍ଟି-ଅକ୍ସିଡ଼ାଣ୍ଟରେ ଭରପୂର ଥିବା ଡ଼ାଳିମ୍ବ ଶରୀରରେ ରକ୍ତ ସଞ୍ଚାଳନକୁ ଠିକ୍‌ ରଖିଥାଏ । ପ୍ରତିଦିନ ଧୂମପାନ କରୁଥିବା ଲୋକାମାନେ ଏହାର ଜୁସ୍‌ ନିହାତି ପିଇବା ଦରାକାର, ଯାହାଦ୍ୱାରା ଶରୀରରେ ନିକୋଟିନ୍‌ର ପ୍ରଭାବ କମ ହୋଇଥାଏ ।

୪. ଧୂମପାନ କରିବା ଦ୍ୱାରା ଧୂଆଁର ପ୍ରଭାବ ୩ ଦିନ ପର୍ଯ୍ୟନ୍ତ ରହିଥାଏ । ଯାହା ଶରୀରର ଭିତର ଅଂଶ ଉପରେ ପ୍ରଭାବ ପକାଇବା ସହ ତ୍ୱଚା ଉପରେ ପ୍ରଭାବ ପକାଇଥାଏ । ଧୂଆଁର ଏହି ପ୍ରଭାବକୁ କମ କରିବା ପାଇଁ ଗାଜର ଖାଆନ୍ତୁ । ଏଥିରେ ଥିବା ଭିଟାମିନ୍‌ ଏ, ସି ଏବଂ ବି ଶରୀରରେ ଜମାଥିବା ନିକୋଟିନ୍‌କୁ ବାହାରକୁ ବାହାର କରିବାରେ ସାହାଯ୍ୟ କରିଥାଏ ।

୫. ଭିଟାମିନ୍‌ ସି ଏବଂ ବି-୫ରେ ଭରପୂର ଥିବା ବ୍ରୋକ୍‌ଲିକୁ ସେବନ କରିବା ଦ୍ୱାରା ଶରୀର ଉପରେ ନିକୋଟିନର ପ୍ରଭାବ କମ ହୋଇଥାଏ ।

You Might Also Like

ଉଦୟପୁର ହୋଟେଲରେ ହେବ ରାଘବ ଏବଂ ପରିଣୀତି ଚୋପ୍ରାଙ୍କ ବାହାଘର

ଜୁଆଣି ପତ୍ର ବ୍ୟବହାର କଲେ କେଉଁ ସବୁ ସୁଫଳ ମିଳିଥାଏ

ଜାଣନ୍ତୁ ଦହିରେ କ’ଣ ମିଶାଇ କରିବେ ସେବନ,ଚିନି ନା ଲୁଣ !

କଖାରୁରୁ ପ୍ରସ୍ତୁତ କରନ୍ତୁ ଫେସପ୍ୟାକ୍‌‌ ଓ ସ୍କ୍ରବ୍‌‌

ଖାଇବା ପୂର୍ବରୁ କଣ ଖାଇବେ ?

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ଜୀବନଚର୍ଯ୍ୟା

ଅନେକ ରୋଗକୁ ଦୂର କରିବ ହରିଡ଼ା ଓ ଗୁଡ଼

Levlive Odia
Levlive Odia
2 years ago
ଜମ୍ମୁ କଶ୍ମୀରରେ ଖୁବଶୀଘ୍ର ହେବେ ବିଧାନସଭା ନିର୍ବାଚନ
ନବୀନଙ୍କୁ ବିଜେପିରୁ ନିମନ୍ତ୍ରଣ
ସୁଧୁରିଲା ଭଦ୍ରକର ସ୍ଥିତି
ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ, ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୦ଟି ସ୍ଥାନରେ ରେଡ୍
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha