LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଅହେତୁକ ଭାବେ ବୃଦ୍ଧି ଘଟୁଛି ସ୍କର୍ଭି ରୋଗ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ଜୀବନଚର୍ଯ୍ୟା

ଅହେତୁକ ଭାବେ ବୃଦ୍ଧି ଘଟୁଛି ସ୍କର୍ଭି ରୋଗ

Levlive Odia
Last updated: October 26, 2024 5:18 pm
Levlive Odia
9 months ago
Share
SHARE

ପୁଣି ଫେରୁଛି ‘ସ୍କର୍ଭି’। ପଞ୍ଚଦଶ ଶତାବ୍ଦୀର ଏହି ରୋଗ, ଏକବିଂଶ ଶତାବ୍ଦୀରେ ଅପ୍ରତ୍ୟାଶିତ ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରୁଛି। ରିପୋର୍ଟ ଅନୁସାରେ ଏହି ରୋଗ ସାଧାରଣତଃ ସାମୁଦ୍ରିକ ଡକାୟତ ଓ ନାବିକମାନଙ୍କ ପାଖରେ ପୂର୍ବରୁ ଦେଖାଯାଉଥିଲା। ଯେଉଁମାନେ ସତେଜ ଖାନ୍ୟ ବିନା ସମୁଦ୍ରରେ ଲମ୍ବା ଯାତ୍ରା କରୁଥିଲେ, ସେମାନଙ୍କ ଶରୀରରେ ସ୍କର୍ଭି ବ୍ୟାପୁଥିଲା। ହେଲେ ବର୍ତ୍ତମାନ ଅନେକ କାରଣରୁ ଏହି ରୋଗ ପୁଣିଥରେ ଫେରୁଥିବା ପଶ୍ଚିମ ଅଷ୍ଟ୍ରେଲିଆ ଓ କାନାଡାର ଡାକ୍ତରମାନେ ଦେଇଥିବା ରିପୋର୍ଟରୁ ଜଣାପଡ଼ିଛି। ଭିଟାମିନ୍ ‘ସି’ ଅଭାବରୁ ସୃଷ୍ଟି ସ୍କର୍ଭି ରୋଗ ଦେଖାଯାଏ। ୨୦୦୭ ପରଠାରୁ ହଠାତ ଏହି ରୋଗ ବଢ଼ୁଥିବା ଦେଖିବାକୁ ମିଳୁଛି। ଏହି ରୋଗର ଲକ୍ଷଣ ହେଉଛି ଗଣ୍ଠି ଯନ୍ତ୍ରଣା, ରକ୍ତସ୍ରାବ ଓ ଅତ୍ୟଧିକ ଥକ୍କା ଅନୁଭବ କରିବା। ଯଦିଓ ଏହାକୁ ସହଜରେ ଭିଟାମିନ୍ ଯୁକ୍ତ ସପ୍ଲିମେଣ୍ଟ କିମ୍ବା ଖଟା ଫଳ ସହିତ ଚିକିତ୍ସା କରାଯାଇପାରିବ, ହେଲେ ଏହି ରୋଗ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବା ବଡ଼ ବଡ଼ ଗବେଷକ ଓ ଡାକ୍ତରଙ୍କ ଚିନ୍ତାର କାରଣ ପାଲଟିଛି।  ପଶ୍ଚିମ ଅଷ୍ଟ୍ରେଲିଆ ଓ କାନାଡାରୁ ଜାରି ରିପୋର୍ଟରେ କୁହାଯାଇଛି ଯେ ସ୍କର୍ଭି ମାମଲା ଏବେ ଅହେତୁକ ଭାବେ ବୃଦ୍ଧି ଘଟୁଛି। ନିକଟରେ ଜଣେ ମଧ୍ୟବୟସ୍କ ପୁରୁଷ ଓ ଜଣେ ୬୫ ବର୍ଷ ବୟସ୍କା ମହିଳାଙ୍କଠାରେ ଏହି ରୋଗର ଚିହ୍ନଟ କରାଯାଇଛି। ଆଧୁନିକ ଯୁଗରେ ସ୍କର୍ଭି ବୃଦ୍ଧି ପାଇଁ ଅନେକ କାରଣ ଦାୟୀ ହୋଇପାରେ।

You Might Also Like

ନଖ ହଳଦିଆ ପଡୁଥିଲେ ରୁହନ୍ତୁ ସତର୍କ !

ଗମ୍ଭୀର ରୋଗକୁ ସୃଷ୍ଟି କରେ ଡାଲଚିନି…

ଡାଇବେଟିସ ରୋଗୀଙ୍କ ପାଇଁ ରାମବାଣ ହେଉଛି କଦଳୀଫୁଲ

ମୁହଁକୁ ଥଣ୍ଡା ରଖିବା ନେଇ ଜାଣନ୍ତୁ ୫ ଘରୋଇ ଟିପ୍ସ

ଚିନ୍ତା ଦୂର କରେ : ଲସି

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

ଅନଲାଇନରେ କରିପାରିବେନି ‘ସୁଭଦ୍ରା’ ଆବେଦନ

Levlive Odia
Levlive Odia
10 months ago
ପ୍ରଥମ ଦିନରେ ଭାରତରେ Deadpool and Wolverine ୨୧ କୋଟି ଆୟ
ବନ୍ଦେ ଭାରତ ଟ୍ରେନ୍‌ର ଟିକେଟ୍‌ ମୂଲ୍ୟ ହ୍ରାସ କରିପାରେ ରେଳବାଇ
ଜଗାର ପ୍ରିୟ ଭକ୍ତ ସାଲବେଗଙ୍କ କାହାଣୀ
ଓଡିଶା ପୋଲିସର ୮୯ତମ ପ୍ରତିଷ୍ଠା ଦିବସ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha