LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ପୁରୀ ବେଳାଭୂମି ଓ ପୌରାଞ୍ଚଳରେ ଖୋଲିବନି ମଦ କ୍ୟାବିନ୍‌‌
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

ପୁରୀ ବେଳାଭୂମି ଓ ପୌରାଞ୍ଚଳରେ ଖୋଲିବନି ମଦ କ୍ୟାବିନ୍‌‌

Levlive Odia
Last updated: September 13, 2024 3:16 pm
Levlive Odia
10 months ago
Share
SHARE

ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। ସଂଶୋଧିତ ବିଜ୍ଞପ୍ତି ଅନୁସାରେ ପୁରୀ ବେଳାଭୂମି ଓ ପୌରାଞ୍ଚଳରେ ଖୋଲିବନି ମଦ କ୍ୟାବିନ୍‌‌। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ରଖି ନୀତିରେ ପରିବର୍ତ୍ତନ କରାଯାଇଛି। ବେଳାଭୂମିରେ ମଦ କ୍ୟାବିନ ଖୋଲିବା ନେଇ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହେବାପରେ ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ଧାର୍ମିକ ଅନୁଷ୍ଠାନର ୫ କି.ମି ପରିଧି ମଧ୍ୟରେ ଖୋଲିବନି ମଦ କ୍ୟାବିନ୍‌‌। ଏହାସହିତ ରାଜ୍ୟର ଅନ୍ୟ ଧାର୍ମିକ ଅନୁଷ୍ଠାନରେ ମଧ୍ୟ ମଦ ଦୋକାନ ଖୋଲିବନି ବୋଲି କୁହାଯାଇଛି। ଗତ ଦୁଇ ଦିନ ତଳେ ପୁରୀ ଶଙ୍କରାଚାର୍ଯ୍ୟ ଏହି ଘଟଣାକୁ କଡା ନିନ୍ଦା କରିଥିଲେ।

You Might Also Like

ଆଜି ମହାପ୍ରଭୁଙ୍କ ଭଉଁରି ଯାତ୍ରା

ରାତିରେ ଅବସର ସକାଳୁ ନୂଆ ଦାୟିତ୍ୱ

କୀର୍ତ୍ତନ ସାରି ଫେରୁଥିବାବେଳେ ଟ୍ରେଲରକୁ ପଛରୁ ଧକ୍କା ଦେଲା ଟାଟା ମ୍ୟାଜିକ; ୭ ମୃତ, ୪ ଆହତ

ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଚଳଚଞ୍ଚଳ ଶ୍ରୀ ଜଗନ୍ନାଥ ଧାମ , ଚାଲିଛି ରଥ ନିର୍ମାଣ କାର୍ଯ୍ୟ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟଦେଶ-ବିଦେଶରାଜନୀତି

ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଓଡିଶାରେ ଦିନ ୧୧ଟା ସୁଦ୍ଧା ୨୧.୦୭ପ୍ରତିଶତ ମତଦାନ

Swarnnashri Mishra
Swarnnashri Mishra
1 year ago
ଆଜି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା , ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବ ରଥଟଣା
ଶିଶୁମାନକୁ ଶୋଷଣ ପାଇଁ ଶୂନ୍ୟ ସହନଶୀଳତା ପ୍ରତିଶ୍ରୁତି ଦେଲା ପ୍ରଶାସନ “ଛଅ ଜଣ ପିଲାଙ୍କ ପାଇଁ ସ୍ୱାଧୀନତା”
ଶପଥ ନେଲେ ଦୀପାଳି ଦାସ…
ରାଜନଗର ବ୍ଲକରେ ମଇଁଷି ଚରାଳିଙ୍କୁ ଟାଣିନେଲା କୁମ୍ଭୀର
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha