LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: କାଲିଠାରୁ ମିଳିବ ବୁଲେଟ ଟ୍ରେନର ସୁବିଧା
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ଦେଶ-ବିଦେଶ

କାଲିଠାରୁ ମିଳିବ ବୁଲେଟ ଟ୍ରେନର ସୁବିଧା

Levlive Odia
Last updated: October 20, 2023 11:50 am
Levlive Odia
2 years ago
Share
SHARE

କାଲିଠୁ ମିଳିବ ବୁଲେଟ ଟ୍ରେନ  ସୁବିଧା…ରା଼ପୀଡ଼ ଏକ୍ସର ଉଦଘାଟନ ପରେ ସାଧାରଣ ଲୋକମାନଙ୍କ ପାଇଁ ଏହା ୨୧ ଅକ୍ଟୋବର ସକାଳ ୬ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ହେବ । ୧୬୦ କିଲୋମିଟର ପ୍ରତିଘଣ୍ଟା ସ୍ପିଡରେ ଚାଲୁଥିବା ଏହି ଟ୍ରେନ ପ୍ରତି ୧୫ ମିନିଟରେ ଉପଲବ୍ଧ ହେବ । ଏହା ସାହିବାବାଦ, ଗାଜିଆବାଦ, ଗୁଲଧର, ଦୁହାଇ ଏବଂ ଡିପୋ ଷ୍ଟେସନରେ ଚାଲିବ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ ମାର୍ଚ୍ଚ ୨୦୧୯ ରେ ଏହି ଯୋଜନାର ଶିଳାନ୍ୟାସ କରିଥିଲେ । ୨୦୨୨ ଡିସେମ୍ବରରେ ଏହାର ପ୍ରଥମ ଭାଗ ନିର୍ମାଣ ହୋଇଥିଲା । ସୂଚନା ଅନୁସାରେ ଉଦଘାଟନର ଗୋଟିଏ ଦିନ ପରେ ଲୋକମାନେ ଏହାର ଲାଭ ଉଠାଇ ପାରିବେ । ଆରାମଦାୟକ ଏବଂ ଅତ୍ୟଧିକ ସ୍ପିଡର ମଜା ଉଠାଇ ପାରିବେ । ଦିଲ୍ଲୀରୁ ମେରଠ ୨୦୨୫ ପର୍ଯ୍ୟନ୍ତ କରିଡୋର ନିର୍ମାଣ ହେବ । ଏହା ପରେ ପରିଚାଳନା ଆରମ୍ଭ ହେବ । ଆରାମଦାୟକ ଏବଂ ଅତ୍ୟଧିକ ସ୍ପିଡର ମଜା ଉଠାଇ ପାରିବେ । ଦିଲ୍ଲୀରୁ ମେରଠ ୨୦୨୫ ପର୍ଯ୍ୟନ୍ତ କରିଡୋର ନିର୍ମାଣ ହେବ । ଏହା ପରେ ପରିଚାଳନା ଆରମ୍ଭ ହେବ ।

ଟିକେଟ କିପରି ପାଇବେ :

. ୟୁପିଆଇ ଏବଂ ଟିଭିଏମରୁ ଟିକେଟ ନେଇ ପାରିବେ ।

. ଟିକେଟ ବେଡିଙ୍ଗ ମେସିନ କିମ୍ବା ଷ୍ଟେସନ କାଉଣ୍ଟରରେ ଟିକେଟ କିଣି ପାରିବେ । ପେପର କ୍ୟୁଆର ଏବଂ ନ୍ୟାସନାଲ କମନ ମୋବିଲିଟି କାର୍ଡକୁ ରିଚାର୍ଯ୍ୟ କରିବା ପାଇଁୟୁନିଫାଇଡ ପେମେଟସ ଟିକେଟ ବେଡିଙ୍ଗ ମେସିନ ଲଗା ଯାଇଛି । ଯାତ୍ରୀ ଟିଭିଏମରୁ ଟିକେଟ କିଣିବା ପାଇଁ ନ୍ୟାସନାଲ କମନ ମୋବିଲିଟି କାର୍ଡ ଏବଂ ୟୁପିଆଇର ବ୍ୟବହାର କରି ପାରିବେ ।

. ସାମାନ୍ୟ କୋଚରେ ସାହିବାବାଦ ସେ ଦୁହାଇ ଡିପୋ ପର୍ଯ୍ୟନ୍ତ ଭଡା ୫୦ ଟଙ୍କା, ପ୍ରିମିୟମ କୋଚର ଭଡା ୧୦୦ ଟଙ୍କା ।

. ଏହି ଟ୍ରେନକୁ ଅଧିକାଂଶ ମହିଳା ଚଲାଇବେ ।

. ସାହିବାବାଦ ଷ୍ଟେସନରେ ଯୁବତୀ କଷ୍ଟ୍ରୋଲରେ ରହିଛନ୍ତି ।

. ଏଥିରେ ୬୦ ପ୍ରତିଶତ ମହିଳା କାମ କରୁଛନ୍ତି ।

. ଏଥିରେ ବିଜନେସ କ୍ଲାସ କୋଚରେ ଖାଇବା ସୁବିଧା ଅଛି, ଏଥିରେ ଆରାମଦାୟକ ସିଟ ଅଛି ।

. ବିଜନେସକ୍ଲାସ କୋଚରେ ପ୍ରବେଶ କରିବା ପାଇଁ ପ୍ଲାଟଫର୍ମରେ ଏକ ବିଶେଷ ଲାଉଞ୍ଜ ଅଛି ।

. ଦିବ୍ୟାଙ୍ଗ ଲୋକମାନଙ୍କ ପାଇଁ ହ୍ୱୁଇଲ ଚ୍ୟାୟାର ବ୍ୟବସ୍ଥା ରହିଛି ।

. ମହିଳାଙ୍କ ପାଇଁ ଏକ କୋଚ ସଂରକ୍ଷିତ ।

. ମହିଳାଙ୍କ ପାଇଁ ଅନ୍ୟ କୋଚରେ ମଧ୍ୟ ସିଟ ରହିଛି ।

. ଦିବ୍ୟାଙ୍ଗ ମାନଙ୍କ ପାଇଁ ଲିଫ୍ଟ ଏବଂ ସ୍ୱଂୟ ଚାଳିତ ସିଢି ମଧ୍ୟ ରହିଛି ।

. ୨୦୨୩ ଜାନୁୟାରୀରେ ଏହା ଉପରେ ଟ୍ରାଏଲ ଚାଲୁଥିଲା । ଦିଲ୍ଲୀ ମେରଠ ପର୍ଯ୍ୟନ୍ତ ଏହି ପରି ଯୋଜନା ୮୨ କିଲୋମିଟର ।

. ପ୍ରତ୍ୟେକଟି ଟ୍ରେନରେ ୬ ଟି ବଗିଥାଏ ।

. ଟ୍ରେନରେ ବସି ଏବଂ ଠିଆ ହୋଇ ୧୭୦୦ ଯାତ୍ରୀ ଯାତ୍ରା କରିପାରିବେ ।

. ପ୍ରତି କୋଚରେ ୭୨ ସିଟ ଥାଏ,ପ୍ରିମିୟମ କୋଚରେ ୬୨ ସିଟ ଥାଏ ।

You Might Also Like

ଦୁଇ ବର୍ଷ ପରେ ୨ ଟଙ୍କା କମିଲା

ଦେଶର ପ୍ରତି ଅଞ୍ଚଳକୁ ଯୋଗାଯୋଗ କରିବ ବନ୍ଦେ ଭାରତ

ପାଣିପାଗ ପୂର୍ବାନୁମାନ ପାଇଁ ଲଞ୍ଚ ହେବ ‘INSAT-3D’ ସାଟେଲାଇଟ୍‌

ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା

୧୪ ଘଣ୍ଟା ମଧ୍ୟରେ ୮୦୦ ଥର ଝଟ୍‌କା

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ମନୋରଞ୍ଜନ

RRR ଅଭିନେତାଙ୍କ ପରଲୋକ:ଜାଣନ୍ତୁ କେଉଁ ଚରିତ୍ରରେ କରୁଥିଲେ ଅଭିନୟ

Levlive Odia
Levlive Odia
2 years ago
ପେରୁରେ ଶକ୍ତିଶାଳୀ ଭୂକମ୍ପ ଝଟକା
ପଶ୍ଚିମବଙ୍ଗରେ ବିଜେପି ,କଂଗ୍ରେସ ଏବଂ ସିପିଆଇ(ଏମ୍‌) ଏକାଠି
ପୁରୀରେ ଭୟଙ୍କର ଅଗ୍ନିକାଣ୍ଡ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ପୁରୁଣା ବ୍ୟାରିକେଡରେ ନିଆଁ
ତାତିଲେ ଛାତ୍ର ସଂଗଠନ, ଆନ୍ଦୋଳନ ପାଇଁ ଧମକ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha