LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଘାଟାରେ ଚାଲୁଛି OSRTC, ଆୟଠୁ ବଢି ଯାଉଛି ବ୍ୟୟ: ପରିବହନ ମନ୍ତ୍ରୀ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

ଘାଟାରେ ଚାଲୁଛି OSRTC, ଆୟଠୁ ବଢି ଯାଉଛି ବ୍ୟୟ: ପରିବହନ ମନ୍ତ୍ରୀ

Levlive Odia
Last updated: March 27, 2025 7:03 pm
Levlive Odia
4 months ago
Share
SHARE

ଭୁବନେଶ୍ୱର: ଘାଟାରେ ଚାଲୁଛି OSRTC । ଦୁଇ ବର୍ଷରେ ୪୫ କୋଟି ୪୬ ଲକ୍ଷ ଟଙ୍କା କ୍ଷତି କଲାଣି OSRTC । ବିଧାନସଭାରେ OSRTC ର ଆୟ ଏବଂ ବ୍ୟୟକୁ ନେଇ ପ୍ରଶ୍ନୋତ୍ତର ବେଳେ ପରିବହନ ମନ୍ତ୍ରୀ ବିଭୂତି ଜେନା ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ।

OSRTC ରେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ କ୍ଷତି ହୋଇଥିବା ବେଳେ ୨୦୨୩-୨୪ ରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ହୋଇଛି । ୨୦୨୨-୨୩ ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟ ହୋଇଛି ୧୬୪ କୋଟି ୧୨ ଲକ୍ଷ ଟଙ୍କା ହୋଇଛି । ସେହିଭଳି ୨୦୨୩-୨୪ ରେ ୧୫୬ କୋଟି ୪୩ ଲକ୍ଷ ଆୟ ହୋଇଥିବା ବେଳେ ବ୍ୟୟ ହୋଇଛି ୧୮୩ କୋଟି ୬ ଲକ୍ଷ ଟଙ୍କା । ତେବେ ପୂର୍ବ ବର୍ଷ ଅପେକ୍ଷା ଆୟ ବଢିଥିବା ବେଳେ ବ୍ୟୟ ବି ବଢ଼ିଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା ।

ସେହିଭଳି ରାଜ୍ୟରେ କେତୋଟି ରୁଟରେ କେତେ ସଂଖ୍ୟକ ବସ୍‌ ଚଳାଚଳ କରୁଛି ଏବଂ ବର୍ତ୍ତମାନ ସରକାରୀ ବସ୍‌ ଚଳାଚଳ ଦ୍ୱାରା ନିଗମରେ ଗତ ୨ ବର୍ଷ ମଧ୍ୟରେ ଆର୍ଥିକ ସ୍ଥିତି କଣ ରହିଛି ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଏହାର ଲିଖିତ ଦେଇ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ୨୬୦ଟି ରୁଟରେ ୩୮୮ ସରକାରୀ ବସ ଚଳାଚଳ କରୁଅଛି । ବର୍ତ୍ତମାନ ବସ ଚଳାଚଳ ଦ୍ୱାରା ନିଗମରେ ଗତ ୨ ବର୍ଷ ମଧ୍ୟରେ ଆର୍ଥିକ ସ୍ଥିତିର ବର୍ଷୱାରୀ ବିବରଣୀ ପରିଶିଷ୍ଟ କରେ ସଂଲଗ୍ନ କରାଗଲା ।

You Might Also Like

ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ, ସଂସଦର ବଜେଟ ଅଧିବେଶନ ପାଇଁ ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ନବୀନ

କର୍ମ କ୍ଷେତ୍ରରେ ମହିଳା ମାନଙ୍କୁ ଯୈାନ ଶୋଷଣ ପ୍ରତିରୋଧ, ନିଷେଧ ଏବଂ ନ୍ୟାୟ ପ୍ରଦାନ ଆକ୍ଟ-୨୦୧୩ ଜନିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବାଚସ୍ପତି ଓମ୍ ବିର୍ଲାଙ୍କ ଦୃଢୋକ୍ତି

ଧାନର ମାନ ଖରାପ ଥିଲେ ବି କିଣିବେ ସରକାର; ଫସଲ ନଷ୍ଟ ପାଇଁ ମିଳିବ କ୍ଷତିପୂରଣ

ଖାଣ୍ଟି ଓଡ଼ିଆ ଖାଦ୍ୟ ଖାଇଲେ ପ୍ରଧାନମନ୍ତ୍ରୀ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ

Levlive Odia
Levlive Odia
1 year ago
ହାତରେ ହାତକଡ଼ି, ପାଦରେ ଶିକୁଳି.. ଆମେରିକାରୁ ଆସିଲେ ୧୦୪ ବେଆଇନ ପ୍ରବାସୀ ଭାରତୀୟ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨ ଅଧିକାରୀଙ୍କୁ ନିଯୁକ୍ତି…
ଏକତରଫା ପ୍ରେମରୁ ବିଭତ୍ସ ହତ୍ୟା; ପ୍ରେମରେ ବିଫଳ ହେବାରୁ ଯୁବତୀଙ୍କ ଜୀବନ ନେଲା ପ୍ରେମିକ
‘ଧଡ଼କ୍ ୨’: ”ଜଣେ ଥିଲା ରାଜା,ଜଣେ ଥିଲା ରାଣୀ, ଜାତି ଥିଲା ଅଲଗା.. ଶେଷ କାହାଣୀ’’
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha