ରାଜ୍ୟ ର ବିଭିନ୍ନ ସ୍ଥାନରୁ ଗାଡ଼ି ଯାଞ୍ଚ ବେଳେ ବ୍ୟାପକ ସୁନା ଓ ଟଙ୍କା ମିଳିଥିବା ସୂଚନା ମିଳିଛି । ନିର୍ବାଚନ ସମୟରେ ଏହି ଟଙ୍କା ଓ ସୁନା କୁ ନେଇ ଆରମ୍ଭ ହୋଇଛି ଚଚ୍ଚର୍୍ । ଜାଳେଶ୍ୱର ର ଲକ୍ଷ୍ମଣନାଥ ପୋରଗେଟ ନିକଟରେ ଏକ କାରରୁ ୧୧ ଟି ପ୍ୟାକେଟ ରେ ଥିବା ଦେଢ କେଜି ସୁନା ଯାହାର ମୁଲ୍ୟ ଏକ କୋଟି ଯଙ୍କା ଏବଂ ନଗଦ ୩ ଏକ୍ଷ ଟଙ୍କା ଜବତ କରାଯାଇଛି । ଏକ ଏଜିଷ୍ଟିକ କମ୍ପାନୀ ର କାର ରୁ ଏହି ସୂନା ଓ ଟଙ୍କା ଗବତ ହୋଇଛି । ସେହିପରି ଭୁବନେଶ୍ୱର ରେ ଜଣେ କଣ୍ଟ୍ରାକ୍ଟର ର ଗାଡ଼ି ରୁ ୫ କୋଟି ଟଙ୍କା ଜବତ ହୋଇଛି ଏହି କଣ୍ଟ୍ରାକ୍ଟର ଯାଯପୁର ଟାଉନ ଅଞ୍ଚଳ ର ବୋଲି ଜଣାପଡ଼ିଛି ।