LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: କିଟ୍‌ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ପୁୁରୁଷ ବନ୍ଧୁର ହେବ ଭଏସ୍‌ ସ୍ପେକ୍ଟ୍ରୋଗ୍ରାଫି ଟେଷ୍ଟ୍‌
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

କିଟ୍‌ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ପୁୁରୁଷ ବନ୍ଧୁର ହେବ ଭଏସ୍‌ ସ୍ପେକ୍ଟ୍ରୋଗ୍ରାଫି ଟେଷ୍ଟ୍‌

Levlive Odia
Last updated: February 20, 2025 12:20 pm
Levlive Odia
5 months ago
Share
SHARE

ଭୁବନେଶ୍ୱର: କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା । ଅଭିଯୁକ୍ତ ପୁରୁଷ ବନ୍ଧୁର ହେବ ଭଏସ୍‌ ସ୍ପେକ୍ଟ୍ରୋଗ୍ରାଫି ଟେଷ୍ଟ୍‌ । ରାଜ୍ୟ ଫରେନସିକ୍‌ରେ ହେବ ଭଏସ୍‌ ସ୍ପେକ୍ଟ୍ରୋଗ୍ରାଫି ଟେଷ୍ଟ‌୍ । ଛାତ୍ରୀଙ୍କ ମୃତ୍ୟୁ ପରେ ଏକ ଅଡିଓ ଭାଇରଲ ହୋଇଥିଲା । ଯେଉଁଥିରେ ଛାତ୍ରୀଙ୍କୁ ଗାଳି ଗୁଲଜ କରୁଥିବା ଶୁଣିବାକୁ ମିଳିଥିଲା । ଯୁବତୀଙ୍କୁ ଦେଇଥିବା ଗାଳି ଗୁଲଜ ଅଡିଓ ସହ ପୁରୁଷ ବନ୍ଧୁଙ୍କ ଭଏସ୍‌ ଯାଞ୍ଚ କରାଯିବ । ରିମାଣ୍ଡ ସମୟରେ ଭଏସ ସ୍ପେକ୍ଟ୍ରୋଗ୍ରାଫି ଟେଷ୍ଟ୍‌ କରିବ ପୋଲିସ । ପ୍ରଥମ ଥର ପାଇଁ ଏହି ଟେଷ୍ଟ କରିବ ପୋଲିସ ।

କହିରଖୁ କି, ପ୍ରକୃତିଙ୍କ ପୁରୁଷ ବନ୍ଧୁ ଅଦ୍ଭିକ୍‌ ଶ୍ରୀବାସ୍ତବଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ଇନ୍‌ଫୋସିଟି ଥାନା ପୋଲିସ। ମୃତ୍ୟୁ ପୂର୍ବରୁ ସେ ପ୍ରକୃତିଙ୍କୁ ମାନସିକ ଅତ୍ୟାଚାର ଦେଇଥିଲେ କି ନାହିଁ ? ଆତ୍ମହତ୍ୟା ପଛରେ ପ୍ରକୃତ କାରଣ କଣ ରହିଛି। ଅଦ୍ଭିକ୍‌ଙ୍କ ଠାରୁ ସବୁ ତଥ୍ୟ ଓଗାଳିବ ପୁଲିସ। ସେପଟେ ପ୍ରକୃତିଙ୍କ ଡାଏରୀରେ ନେପାଳୀ ଭାଷାରେ ଲେଖାଥିବା ସୁଇସାଇଡାଲ ନୋଟ୍‌କୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ସୂଚନା ମିଳିଛି ।

You Might Also Like

ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଏନଆଇଏନଏଲ ପକ୍ଷରୁ ‘ଆନ୍ତର୍ଜାତିକ ଯୁବ ଦିବସ’ ପାଳିତ

ଫେବୃଆରୀରୁ ପ୍ରକୋପ ଦେଖାଇ, ସତର୍କ କଲାଣି ତାତି

ନିଜ ଜନ୍ମକଲା ପୁଅକୁ ମାରି ମାଟିରେ ପୋତିଦେଲେ ବାପା-ମା’ !

ମାନସିକ ରୋଗୀଙ୍କ ଉତ୍‌ପାତ, ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ

ଯାଜପୁର ରୋଡରେ ଜାତୀୟ ଆୟକର ଦିବସ ପାଳିତ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ଜୀବନଚର୍ଯ୍ୟା

ନଖ ହଳଦିଆ ପଡୁଥିଲେ ରୁହନ୍ତୁ ସତର୍କ !

Levlive Odia
Levlive Odia
2 years ago
ପ୍ରବଳ ତାତିରୁ ଆଶ୍ୱସ୍ତି ଦେବ କାଳବୈଶାଖୀ
 ଆଜି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଅନ୍ତିମ ଦିନ
ଏଣିକି ଶ୍ରୀମନ୍ଦିର ଭିତରେ ମୋବାଇଲ ବ୍ୟବହାରକାରୀଙ୍କୁ ଧରିବ AI
୨୦ଟି ଜିଲ୍ଲାରେ ହେଲା ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha