LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ‘ଦ କପିଲ ଶର୍ମା ସୋ’ରେ ପଡ଼ିଲା ତାଲା
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ମନୋରଞ୍ଜନ

‘ଦ କପିଲ ଶର୍ମା ସୋ’ରେ ପଡ଼ିଲା ତାଲା

Levlive Odia
Last updated: July 5, 2023 4:10 pm
Levlive Odia
2 years ago
Share
SHARE

‘ଦ କପିଲ ଶର୍ମା ସୋ’ର ଲୋକପ୍ରିୟତା ଦେଶ ତଥା ଦେଶ ବାହାରେ ବି ରହିଛି। ବିଦେଶରେ ବି ଲୋକେ ‘ଦ କପିଲ ଶର୍ମା’ ସୋ’କୁ ଦେଖିବାକୁ ଖୁବ ଭଲ ପାଆନ୍ତି। ବିଦେଶରେ ଏହି ସୋ’ର ଲୋକପ୍ରିୟତା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲ‌ାଗିଛି। ଏହି କ୍ରମରେ ‘ଦ କପିଲ ଶର୍ମ‌ା ସୋ’ର ଦର୍ଶକଙ୍କ ପାଇଁ ନିରାଶ ହେଲା ଭଳି ଖବର ରହିଛି। କାରଣ ଖବର ଆସିଛି ହାସ୍ୟାଭିନେତା କପିଲ ତାଙ୍କ ସୋ‘ ‘ଦ କିପଲ ଶର୍ମା’କୁ ତାଲା ପକାଇ ଦେଇଛନ୍ତି। ଆଉ ସମ୍ପୂର୍ଣ୍ଣ ଦଳକୁ ଧରି ସେ ବିଦେଶଗସ୍ତରେ ବାହାରି ପଡ଼ିଛନ୍ତି। ବିମାନବନ୍ଦରରେ କପିଲ ତଥା ତାଙ୍କ ଟିମଙ୍କୁ ଦେଖିବାକୁ ମିଳିଥିଲା। ସମସ୍ତେ ଆମେରିକାଗସ୍ତରେ ଯାଉଥିବାରୁ ବେଶ ଖୁସି ଥିବା ନଜର ଆସିଥିଲା। ଏହି ଗସ୍ତରେ କିନ୍ତୁ ଅର୍ଚ୍ଚନା ପୁରନ ସିଂହ ସାମିଲ ନଥିଲେ। ତେବେ କପିଲଙ୍କ ଟିମ ସମେତ  ଏହି ଗସ୍ତକୁ ନେଇ ଅଧିକ ଉତ୍ସାହିତ ଆମେରିକା ବାସିନ୍ଦା ଅଛନ୍ତି ବୋଲି କୁହାଯାଉଛି। ଏହି ଗସ୍ତକୁ ନେଇ କପିଲ କହିଛନ୍ତି, ସେ ତାଙ୍କ ଦଳ ସହିତ ଆମେରିକାରେ ପହଞ୍ଚି ବିଭିନ୍ନ ସ୍ଥାନରେ ସୋ’ କରିବେ। ଏହି ଗସ୍ତ ପାଇଁ ‘କପିଲ ଶର୍ମା ସୋର ସୁଟିଂ କିଛିଦିନ ପାଇଁ ବନ୍ଦ ରହିବ। ତେବେ କିଛି ବ୍ୟାକଅପ ରହିଛି। ଏହା ଚାଲୁ ରହିବ। ତେଣୁ ଟେଲି ଦର୍ଶକଙ୍କୁ ନିରାଶ ହେବାର କିଛି କାରଣ ନାହିଁ।’

You Might Also Like

ରିଲିଜ୍‌ ହେବ ‘ଯାଯାବର ୨.୦’

ପଦ୍ମ ଭୂଷଣରେ ସମ୍ମାନିତ ହେବେ ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

ଡାକ୍ତରଖାନାରେ ଅଭିନେତ୍ରୀ ଭାରତୀ ସିଂହ

କେଜିଏଫ୍-୨,କାନ୍ତାରା ଏବଂ RRR ଙ୍କ ରେକର୍ଡ କାଟିବ କି ‘ସ୍କନ୍ଦା’

ନାଗାର୍ଜୁନଙ୍କ କନଭେନସନ ସେଣ୍ଟର ଉପରେ ବୁଲଡୋଜର

TAGGED:TKSS for live shows in the US
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ଦେଶ-ବିଦେଶ

ମେ’୩୦ ରେ କନ୍ୟାକୁମାରୀରେ ଧ୍ୟାନ କରିବେ ମୋଦୀ

Levlive Odia
Levlive Odia
1 year ago
ନୂଆ ଅବକାରୀ ନୀତି ଆଣିଲେ ରାଜ୍ୟ ସରକାର
୩ଟି ରାଜ୍ୟରେ ଚାଲିଲା ମୋଦି ମ୍ୟାଜି୍କ
ଫାର୍ମ ହାଉସରେ ପଶି ମାଲିକଙ୍କୁ ଗୁଳିମାଡ଼ କଲେ ୩ ଦୁର୍ବୃତ୍ତ
ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅନୁଭବ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha