LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଗୁଜବ ନୁହେଁ ସତ, ୩୭ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ସୁପରଷ୍ଟାର ଗୋବିନ୍ଦା
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ମନୋରଞ୍ଜନ

ଗୁଜବ ନୁହେଁ ସତ, ୩୭ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ସୁପରଷ୍ଟାର ଗୋବିନ୍ଦା

Levlive Odia
Last updated: February 25, 2025 8:42 pm
Levlive Odia
4 months ago
Share
SHARE

ମୁମ୍ବାଇ: ଗୁଜବ ନୁହେଁ ସତ। ଅଲଗା ହେବେ ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ପତ୍ନୀ ସୁନୀତା ଆହୁଜା। ଉଭୟଙ୍କ ୩୭ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଖବର ସ୍ପଷ୍ଟ ହୋଇଛି। ଦୁହିଁଙ୍କ ପରିବାର ସବୁକିଛି ଠିକ୍‌ କରିବାକୁ ଚେଷ୍ଟା କରୁଥିଲେ ହେଁ ସେଭଳି ସୁଫଳ ମିଳିବା ଭଳି ମନେ ହେଉନାହିଁ ବୋଲି କୁହାଯାଉଛି।

ରିପୋର୍ଟ ଅନୁଯାୟୀ, ଗୋବିନ୍ଦାଙ୍କୁ ଛାଡ଼ପତ୍ର ଦେବାକୁ ସୁନୀତା କହିଥିଲେ। ଅଭିନେତା ଏଥିରେ ରାଜି ନ ଥିଲେ। ଏହାପୂର୍ବରୁ ସୁନୀତା ଅନେକ ସାକ୍ଷାତକାରରେ କହିଥିଲେ ଯେ କିଛି ମାସ ଧରି ଉଭୟ ଅଲଗା ରହୁଛନ୍ତି। ସୁନୀତା ପିଲାମାନଙ୍କ ସହ ଏକ ଫ୍ଲାଟରେ ରହୁଥିବା ବେଳେ ଗୋବିନ୍ଦା ଏକାକି ରହୁଛନ୍ତି। ସେତେବେଳେ କାରଣ କହିବାକୁ ଯାଇ ସୁନୀତା କହିଥିଲେ ଯେ ଗୋବିନ୍ଦା ସବୁବେଳେ କାମରେ ବ୍ୟସ୍ତ ରହୁଛନ୍ତି। ଏଥିଲାଗି ଦୁହିଁଙ୍କ ସମୟରେ ତାଳମେଳ ରହୁନାହିଁ। ଏଣୁ ଅଲଗା ରହିବା ଠିକ୍‌ ବୋଲି ଭାବିଛୁ।

କେବଳ ଏତିକି ନୁହେଁ ଗୋବିନ୍ଦାଙ୍କୁ ପ୍ରାୟତଃ କୌଣସି ରିଆଲିଟି ଶୋ’ରେ ଅତିଥି ଭାବେ ସାମିଲ କରାଗଲେ, ସେ ପତ୍ନୀଙ୍କ ସହ ଆସିଥାନ୍ତି। ଯଦି ସୁନୀତା ନ ଥାନ୍ତି ତେବେ ଅନ୍ୟକେହି ପୁରୁଣା ସହଅଭିନେତ୍ରୀ ଥାନ୍ତି। ହେଲେ ନିକଟରେ ଗୋବିନ୍ଦା ଇଣ୍ଡିଆନ ଆଇଡଲରେ ଏକାକି ସାମିଲ ହୋଇଥିଲେ। ସୁନୀତା ତାଙ୍କ ସହ ନ ଥିବାରୁ ବୋଧହୁଏ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିନାହିଁ ବୋଲି ଦର୍ଶାଉଥିବା କୁହାଯାଉଛି।

You Might Also Like

ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ, ‘ପୁଷ୍ପା-୨’ର ସ୍କ୍ରିନିଂ ବେଳେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଗିରଫ

ଖୁବଶୀଘ୍ର ପରଦାକୁ ଆସୁଛି ଶୈତାନ

‘କଙ୍ଗୁଭା’ ଟ୍ରେଲର ରିଲିଜ : ଭିଲେନ ଲୁକ୍ ରେ ବବି

ବିନା ବାହାଘରରେ ମା ହେବେ ଏହି ଅଭିନେତ୍ରୀ…

୧୫ ହଜାର କୋଟିର ସମ୍ପତ୍ତି ହରାଇବେ ସୈଫ୍‌

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ଖେଳ

ମିଚେଲ ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷରେ କିଣିଲା ଏହି ଦଳ

Levlive Odia
Levlive Odia
2 years ago
ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ !
ଏନ୍‌କାଉଣ୍ଟରରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ସହିଦ
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଲୁଟ୍ କରିବା ପରେ ନିଆଁ ଲଗାଇଦେଇଲେ ଦୁର୍ବୃତ୍ତ
‘ପାରାସାଇଟ୍‌’ରେ ଅଭିନୟ କରିଥିବା ଅଭିନେତା ମୃତ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha