LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: IPL 2025; ଆରସିବି ବନାମ ଗୁଜରାଟ ଲଢେଇ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ଖେଳ

IPL 2025; ଆରସିବି ବନାମ ଗୁଜରାଟ ଲଢେଇ

Levlive Odia
Last updated: April 2, 2025 5:19 pm
Levlive Odia
3 months ago
Share
SHARE

ବେଙ୍ଗାଲୁରୁ:ରୋମାଞ୍ଚକର ହେଉଛି ଆଇପିଏଲ ସିଜିନ୍ ୧୮। ଦିନ ଗଡୁଛି ଲଢ଼େଇ ଜୋରଦାର ହେଉଛି। ଆଜି (ବୁଧବାର) ୧୪ତମ ଲିଗ୍ ମ୍ୟାଚରେ  ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ରୟାଲ୍‌ ଚ୍ୟାଲେଞ୍ଜର୍ସ ଘରୋଇ ଗ୍ରାଉଣ୍ଡ୍‌ରେ ମଧ୍ୟ ଆଧିପତ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି। ମାତ୍ର ଗୁଜରାଟ ଟାଇଟନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି। ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ। ଟିମ୍‌ ଇଣ୍ଡିଆର କିଙ୍ଗ୍ କୋହଲି ଓ ପ୍ରିନ୍ସ ଗିଲଙ୍କ ଉପରେ ଦର୍ଶକଙ୍କ ନଜର ରହିବ।

କୋହଲିଙ୍କୁ ଆଦର୍ଶ ମାନୁଥିବା ଗିଲ୍‌ ଭାରତୀୟ କ୍ରିକେଟର ଭବିଷ୍ୟତ ରୂପେ ଗଣା ହେଉଛନ୍ତି। ଉଭୟ ବର୍ତ୍ତମାନ ଚମତ୍କାର ଫର୍ମରେ ରହିଛନ୍ତି। ଫଳରେ ଦର୍ଶକ ଉଭୟଙ୍କ ବ୍ୟାଟିଂକୁ ଉତ୍ସୁକତାର ସହ ଅପେକ୍ଷା କରିଥିବେ। ପୂର୍ବ ରେକର୍ଡ ରୟାଲ୍‌ ଚ୍ୟାଲେଞ୍ଜର୍ସ ପକ୍ଷରେ ରହିଛି। ଉଭୟ ଦଳ ୫ଥର ସାମ୍ନା ସାମ୍ନି ହୋଇଛନ୍ତି। ଏଥିରୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ୩ଟି ମ୍ୟାଚ ଜିତିଛି। ଗତ ସିଜନରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଉଭୟ ମ୍ୟାଚ୍‌ ବିଜୟୀ ହୋଇଥିଲା। ଟାଇଟନ୍ସ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ଠାରୁ ପରାଜିତ ହୋଇଥିଲା। ମାତ୍ର ଦ୍ୱିତୀୟ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ମନୋବଳ ଦୃଢ କରିଛି। ତଥାପି ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷ ମୁକାବିଲା ପୂର୍ବରୁ କିଛି ତ୍ରୁଟି ସୁଧାରିବାକୁ ହେବ। ମଧ୍ୟକ୍ରମ ବ୍ୟାଟରଙ୍କୁ ଦକ୍ଷତା ମୁତାବକ ପ୍ରଦର୍ଶନ କରିବା ଆବଶ୍ୟକ।

You Might Also Like

କ୍ରିକେଟରୁ ଅବସର ନେଲେ ଦୀନେଶ କାର୍ତ୍ତିକ

୫ ୱିକେଟ୍ ନେଇ ଇତିହାସ ରଚିଲେ ବୁମ୍‌ରା: ଅଷ୍ଟ୍ରେଲିଆ ୪୦୫/୭

ସ୍ବର୍ଣ୍ଣ ପଦକ ଆଣିଲେ ନୀରଜ ଚୋପ୍ରା

ଧୋନିଙ୍କ ପାଦ ଛୁଇଁଲେ ପ୍ରଶଂସକ

ଦିନିକିଆରୁ ଅବସର ଘୋଷଣା କଲେ ଷ୍ଟିଭ୍‌ ସ୍ମିଥ୍‌

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

ଆଜି ଭୁବନେଶ୍ୱର ପାଳନ କରୁଛି ୭୬ ତମ ପ୍ରତିଷ୍ଠା ଦିବସ

Swarnnashri Mishra
Swarnnashri Mishra
1 year ago
ଆଗାମୀ ୫ ଦିନ ଲଗାଣ ବର୍ଷା
ପୁଣି ବୋରୱେଲରେ ଖସିଲା ଶିଶୁ
ବେଳାଭୂମି ପରିସରରେ ତାଳ ମଞ୍ଜି ରୋପଣ
ଜୁଲାଇ ୭ ରେ ପବିତ୍ର ରଥ ଯାତ୍ରା
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha