LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ବିଶ୍ୱ ସୈନ୍ୟ ଶକ୍ତି ମାମଲାରେ ଭାରତର ସ୍ଥାନ ଚତୁର୍ଥ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ଦେଶ ବିଦେଶ

ବିଶ୍ୱ ସୈନ୍ୟ ଶକ୍ତି ମାମଲାରେ ଭାରତର ସ୍ଥାନ ଚତୁର୍ଥ

Swarnnashri Mishra
Last updated: April 30, 2024 5:44 pm
Swarnnashri Mishra
1 year ago
Share
SHARE

ଗ୍ଲୋବାଲ ଫାୟର ପାୱାର ଇଣ୍ଡେକ୍ସର ସଦ୍ୟତମ ରିପୋର୍ଟ ଅନୁଯାୟୀ ଭାରତ ସୈନ୍ୟ ଶକ୍ତିରେ ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଆମେରିକା ଦ୍ୱିତୀୟରେ ଋଷ, ତୃତୀୟରେ ଚୀନ , ଏହି ତାଲିକାରେ ଭାରତରୀ ସ୍ଥାନ ହେଉଛି ଚତୁର୍ଥ । ଆମେରିକା ପାଖରେ ୧୪ ଳକ୍ଷରୁ ଅଧିକ ସକ୍ରିୟ ସୈନ୍ୟ ଅଛନ୍ତି । ଆମେରିକାର ସୁରକ୍ଷା ବଜେଟ ୭ଶହ ବିଲିୟନ ଡଲାର । ଋଷ ପାଖରେ ୮ଲକ୍ଷ ୫୦ ହଜାର ସକ୍ରିୟ ସୈନିକ ଅଛନ୍ତି । ଚୀନ ପାଖରେ ୨୦ ଲକ୍ଷରୁ ଅଧିକ ସକ୍ରିୟ ସୈନିକ ଅଛନ୍ତି । ଭାରତ ପାଖରେ ୧୪ ଲକ୍ଷ ୫ହଜାରରୁ ଅଧିକ ସକ୍ରିୟ ସୈନିକ ଅଛନ୍ତି ।

You Might Also Like

ଶ୍ରୀଲଙ୍କାରେ କମ୍ୟୁନିଷ୍ଟ ରାଷ୍ଟ୍ରପତି

ଓଡ଼ିଶା ଆସିବେ ସୋନିଆ, ପ୍ରିୟଙ୍କା ଓ ରାହୁଲ

ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟିୟର ଡେଭିଡ ଜଙ୍କସନଙ୍କ ମୃତ୍ୟୁ

ମୋ ଭୋଟ- ମୋ ଇଚ୍ଛା ( ସର୍ଭେ ରେଜଲ୍ଟ ପାର୍ଟ -୧)

ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ମତଦାନ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟରାଜନୀତି

ଆଜି ନାମାଙ୍କନ ଭରିବେ ନବୀନ

Swarnnashri Mishra
Swarnnashri Mishra
1 year ago
ରାଜ୍ୟରେ ୫ ମାସରେ ୪୦ ହାତୀଙ୍କ ମୃତ୍ୟୁ ହୋଇଛି
ଏଲଆଇସି କର୍ମଚାରୀଙ୍କ ହୋଲି ପୂର୍ବରୁ ବଢ଼ିଲା ଦରମା
ମେ ୫ ତାରିଖରେ ନିଟ୍‍ ପରୀକ୍ଷା
ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha