LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: କଟକ ନେତାଜୀ ବସ ଟର୍ମିନାଲ ହେବ ଶୁଭାରମ୍ଭ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

କଟକ ନେତାଜୀ ବସ ଟର୍ମିନାଲ ହେବ ଶୁଭାରମ୍ଭ

Levlive Odia
Last updated: September 16, 2023 12:36 pm
Levlive Odia
2 years ago
Share
SHARE

ଆଜି ଅପରାହ୍ନ ୪ଟା ୩୦ରେ ମୁଖ୍ୟମନ୍ତ୍ରୀ କଟକ ନେତାଜୀ ବସ ଟର୍ମିନାଲ ଉଦଘାଟନ କରିବେ । ଖାନନଗରସ୍ଥିତ ସିଏନବିଟିକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି ହୋଇଯାଇଛି । ଏହାକୁ ୧୬ ଏକରରୁ ଅଧିକ ଅଞ୍ଚଳରେ ନିର୍ମାଣ କରାଯାଇଛି । ଏହି ବସ ଟର୍ମିନାଲରେ ପ୍ରାୟ ୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସୂଚନା ମିଳିଛି । ଏହି ବ୍ୟବସ୍ଥା କଟକ ସହରକୁ ଏକ ନୂଆ ପରିଚୟ ଦେବ ବୋଲି କୁହାଯାଇଛି । ଏହି ବସ ଟର୍ମିନାଲକୁ କଟକର ବାଦାମବାଡି, ଅନୁଗୁଳ, ପୁରୀ ଆଦି ସମସ୍ତ ବସ ଷ୍ଟାଣ୍ଡ ଏଠାକୁ ସ୍ଥାନାନ୍ତରିତ ହେବ । ଏଠାରେ ଯାତ୍ରୀ ମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି । ଏହି ଟର୍ମିନାଲରେ ଏକ ମୁଖ୍ୟ ଆକର୍ଷଣ ରହିଛି । ଏଠାରେ ଆହାର କେନ୍ଦ୍ର ସହ ପଞ୍ଚ ତାରକା ରେଷ୍ଟୁରାଣ୍ଡ ମଧ୍ୟ ଭ୍ରମ ସୃଷ୍ଟି କରୁଛି । ଏହି ସବୁ କାର୍ଯ୍ୟରେ ୫ କୋଟିର ଟଙ୍କାର ବ୍ୟୟ ହେଉଛି । ଏହାକୁ ନିର୍ମିତ କରିବା ପାଇଁ ମିଶନ ଶକ୍ତିର ସଦସ୍ୟମାନଙ୍କୁ ନିୟୋଜିତ କରାଯାଇଛି ।

You Might Also Like

ହୁଗୁଳି ଆସନରୁ ରଚନା ବାନାର୍ଜୀଙ୍କୁ ପ୍ରାର୍ଥୀ କଲେ ମମତା

ପରୀକ୍ଷାରେ ଅନିୟମିତତା ସହ ତ୍ରୁଟି ରୋକିବାକୁ ରାଜ୍ୟ ସରକାର ନୂଆ ବିଲ୍‌; ହେରଫେର୍ କଲେ କୋଟିଏ ଜରିମାନା

ପୁଣି ଅଘଟଣ:କୋଇଲା ବୋଝେଇ ମାଲ୍‌ଗାଡ଼ିରେ ନିଆଁ

ହାତୀ ଚିକିତ୍ସା କରିବାକୁ ଯାଇ ଅନ୍ୟ ଏକ ହାତୀ ଆକ୍ରମଣରେ ଚିକିତ୍ସକ ଗୁରୁତର

ଶୀତକାଳୀନ ଅଧିବେଶନ ଆରମ୍ଭରୁ ହୋ-ହଲ୍ଲା: ଗୃହକୁ ସ୍ଥଗିତ ରଖିଲେ ବାଚସ୍ପତି

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ଦେଶ-ବିଦେଶରାଜନୀତିରାଜ୍ୟ

ତୃତୀୟ ପର୍ଯ୍ୟାୟରେ କମିଲା ଭୋଟ ହାର

Swarnnashri Mishra
Swarnnashri Mishra
1 year ago
ଓଭରଟେକ କରିବ ତ ଗୁଳି ମାରିଦେବି
ଆସିଛି ଆଶ୍ବସ୍ତିକର ଖବର: ଫେରିବ ଚିଟ୍‌ଫଣ୍ଡ ଟଙ୍କା
ସମଲେଶ୍ବରୀ ମନ୍ଦିର:୧୭ ଲକ୍ଷରୁ ଅଧିକ ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା
ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha