LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ରୋହିତଙ୍କ ସ୍ଥାନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ଖେଳ

ରୋହିତଙ୍କ ସ୍ଥାନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

Levlive Odia
Last updated: December 16, 2023 11:24 am
Levlive Odia
2 years ago
Share
SHARE

ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ପରାଜୟ ପରେ ଏବେ ରୋହିତଙ୍କୁ ଲାଗିଲା ଆଉ ଏକ ଝଟକା। ଆଇପିଏଲ ୨୦୨୪ ସିଜିନ୍‌ ପାଇଁ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦେଲା ମୁମ୍ବାଇ ଇଣ୍ଡିଆନ୍ସ। ଆଇପିଏଲ ଇତିହାସରେ ସବୁଠୁ ସଫଳ ଅଧିନାୟକ ହେଉଛନ୍ତି ରୋହିତ ଶର୍ମା। ସେ ମୁମ୍ବାଇ ପକ୍ଷରୁ ୧୦ଟି ଦାୟିତ୍ୱ ତୁଲାଇ ୫ଟି ଆଇପିଏଲ ଟ୍ରଫି ଜିତିଥିଲେ। ଡିସେମ୍ବର ୧୯ରେ ହେବାକୁ ଥିବା ମିନି ଅକ୍ସନ ପୂର୍ବରୁ ଏହି ବଡ଼ ନିଷ୍ପତ୍ତି ନେଇଛି ମୁମ୍ବାଇ। ଏହା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟନ୍ସଠାରୁ ଟ୍ରେଡ୍‌ କରି ଆଣିଥିଲା ମୁମ୍ବାଇ। ହାର୍ଦ୍ଦିକ ମୁମ୍ବାଇକୁ ଆସିବା ପରଠାରୁ ତାଙ୍କୁ ଅଧିନାୟକ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। ଆଉ ଆଜି ଏହି ଚର୍ଚ୍ଚାର ଅବସାନ ଘଟିଛି,ସୂଚନା ଅନୁସାରେ ରୋହିତ ଶର୍ମା ୨୦୧୩ରେ ପ୍ରଥମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୧୫୮ଟି ମ୍ୟାଚ୍‌ ଖେଳିଥିବାବେଳେ ୮୭ଟି ମ୍ୟାଚ୍‌ରେ ବିଜୟ, ୬୭ଟି ମ୍ୟାଚ୍‌ରେ ପରାଜୟ ଓ ୪ଟି ମ୍ୟାଚ୍‌ ଡ୍ର’ ରହିଥିଲା। ଏଥିସହ ତାଙ୍କ କ୍ୟାପଟେନ୍ସିରେ ମୁମ୍ବାଇ ୫ଟି ଆଇପିଏଲ ଟ୍ରଫି ହାତେଇଥିଲା।

You Might Also Like

ଆଇପିଏଲ ଇତିହାସରେ ଧୋନୀଙ୍କ ନୂଆ ରେକର୍ଡ

ସେମି ଫାଇନାଲରେ ଭାରତୀୟ ହକି ଦଳ

ୱେଷ୍ଟ ଇଣ୍ଡିଜ୍‌ର ପରାଜୟ, ଭାରତ ୧-୦ରେ ଆଗୁଆ

କିଏ ଏହି ସନ୍ଧିଗ୍ଧ ବ୍ୟକ୍ତି ? ଯିଏ ବିରାଟଙ୍କ କାନ୍ଧରେ ଝୁଲିପଡିଥିଲେ..

ଧୋନିଙ୍କ ନୂଆ ହେୟାର ଷ୍ଟାଇଲ,ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି ଫ୍ୟାନ୍

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜନୀତି

ଆଜି ୩ ଜିଲ୍ଲାରେ ସମ୍ବୋଧନ କରିବେ ନବୀନ ପଟ୍ଟନାୟକ

Levlive Odia
Levlive Odia
1 year ago
ଖାଲ ପାଇଁ ବଦଳିଲା ରୋଭର୍‌ର ଗତିପଥ
ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ
ଆସନ୍ତା ୧୭ରେ ଓଡିଶା ଆସିବେ ଅମିତ ଶାହା
ରାମଲାଲାଙ୍କ ଦର୍ଶନ କଲେ ରାଷ୍ଟ୍ରପତି
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha