LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଜିଏସ୍‌ଟି ଆଦାୟ ପ୍ରଥମ ଥର ଟପିଲା ୧.୮୭ ଲକ୍ଷ କୋଟି
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ବାଣିଜ୍ୟ

ଜିଏସ୍‌ଟି ଆଦାୟ ପ୍ରଥମ ଥର ଟପିଲା ୧.୮୭ ଲକ୍ଷ କୋଟି

Levlive Odia
Last updated: May 4, 2023 10:38 am
Levlive Odia
2 years ago
Share
SHARE

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷର ପ୍ରଥମ ମାସ ଅର୍ଥାତ୍ ଏପ୍ରିଲରେ ଜିଏସ୍‌ଟି ଆଦାୟ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଏପ୍ରିଲରେ ଜିଏସ୍‌ଟି ଆଦାୟ ୧.୮୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଥିଲା, ଯାହା ଆଜିଯାଏ ସବୁଠୁ ଅଧିକ ମାସିକ ସଂଗ୍ରହ। ଏହି ଜିଏସ୍‌ଟି ଆଦାୟରେ କେନ୍ଦ୍ରୀୟ ଜିଏସ୍‌ଟି ୩୮,୪୪୦ କୋଟି ଟଙ୍କା, ଏସଜିଏସ୍‌ଟି ୪୭,୪୧୨ କୋଟି ଟଙ୍କା ଏବଂ ଆଇଜିଏସ୍‌ଟି ୮୯,୧୫୮ କୋଟି ଟଙ୍କା ସାମିଲ ରହିଛି। ଗତ ୧୩ ମାସ ଧରି ମାସିକ ଜିଏସ୍‌ଟି ୧.୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରହି ଆସୁଥିଲା। ଅନ୍ୟପଟେ ଜିଏସ୍‌ଟି ଲାଗୁ ହେବା ପରେ ତୃତୀୟ ଥର ପାଇଁ ଆଦାୟ ୧.୬୦ ଲକ୍ଷ କୋଟି ଟଙ୍କା ପାର୍ କରିଛି।ସେହିପରି ବାର୍ଷିକ ତୁଳନାରେ ୨୦୨୩ ଏପ୍ରିଲରେ ଜିଏସ୍‌ଟି ଆଦାୟରେ ୧୬ ପ୍ରତିଶତ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୩ ମାର୍ଚ୍ଚରେ ଜିଏସଟି ଆଦାୟ ୧,୬୦,୧୨୨ କୋଟି ଟଙ୍କା ରହିଥିଲା। ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ମୋଟ ଜିଏସ୍‌ଟି ଆଦାୟ ୧୮.୧୦ ଲକ୍ଷ କୋଟି ଟଙ୍କା ରହିଥିଲା। ଆର୍ଥିକ ବର୍ଷ ୨୦୨୨-୨୩ରେ ମୋଟ ସଂଗ୍ରହ ପୂର୍ବ ବର୍ଷ ତୁଳନାରେ ୨୨ ପ୍ରତିଶତ ଅଧିକ ଥିଲା। ଏପ୍ରିଲ ମାସରେ ଗୋଟିଏ ଦିନରେ ସବୁଠୁ ଅଧିକ ଜିଏସ୍‌ଟି ଆଦାୟ ୨୦ ତାରିଖରେ ହୋଇଥିଲା। ଏହି ଦିନ ୬୮,୨୨୮ କୋଟି ଟଙ୍କା ଜିଏସ୍‌ଟି ଆଦାୟ ହୋଇଥିଲା। ପୂର୍ବ ବର୍ଷ ମଧ୍ୟ ସମାନ ତାରିଖରେ ହିଁ ଦୈନିକ ଜିଏସ୍‌ଟି ଆଦାୟ ସବୁଠୁ ଅଧିକ ଥିଲା।

You Might Also Like

ଦେଶର ପ୍ରଥମ ‘ବୋଇଙ୍ଗ୍‌ 737 MAX 9’ କିଣିଛନ୍ତି ମୁକେଶ ଅମ୍ବାନୀ

ସୁନା ଓ ରୂପାର ଦରରେ ଲାଗୁନି ବ୍ରେକ – ପୁଣି ବଢ଼ିଲା ସୁନା ଦର

ମେଟାରେ ୧୦,୦୦୦ ଛଟେଇ ଆରମ୍ଭ

SAMSUNG ସ୍ମାର୍ଟଫୋନ୍‌ରେ ‘ଚାଟ୍‌ଜିପିଟି’ !

ଟ୍ରମ୍ପଙ୍କ ଟାରିଫ୍‌ରେ ବିଶ୍ୱ ବଜାରରେ ଭୂକମ୍ପ

TAGGED:GST
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

ସାବଧାନ ! ରାଜଧାନୀ ଭିତରେ ହାତୀ, ଭୁବନେଶ୍ବର ଏମ୍ସ ଅଞ୍ଚଳ କାଜୁ ବଗିଚାରେ ବୁଲୁଛି ହାତୀ

Levlive Odia
Levlive Odia
4 months ago
୧୬ ପ୍ରସ୍ତାବକୁ କ୍ୟାବିନେଟ ମୋହର
ବ୍ରାଜିଲରେ ଭୟଙ୍କର ବିପର୍ଯ୍ୟୟ
ମହାକୁମ୍ଭରେ ବୁଡ଼ ପକାଇଲେ ଶାହ
ଲୋକସଭା ନିର୍ବାଚନ ଲଢ଼ିବେ କି ଅଭିଷେକ ବଚ୍ଚନ!
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha