LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ସକାଳୁ ସକାଳୁ ଏନକାଉଣ୍ଟର: କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍‌ର ସଦସ୍ୟ ଆହତ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

ସକାଳୁ ସକାଳୁ ଏନକାଉଣ୍ଟର: କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍‌ର ସଦସ୍ୟ ଆହତ

Levlive Odia
Last updated: April 24, 2025 2:45 pm
Levlive Odia
3 months ago
Share
SHARE

ଢେଙ୍କାନାଳ: ଗୁରୁବାର ସକାଳୁ ସକାଳୁ ଢେଙ୍କାନାଳରେ ପୁଲିସ ଏନକାଉଣ୍ଟର କରିଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ସାଉଁଳିଆ ଜଙ୍ଗଲ ନିକଟରେ  ଏନକାଉଣ୍ଟର ହୋଇଛି। କାମାକ୍ଷାନଗର କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍‌ର କୁଖ୍ୟାତ ଅପରାଧି ଦେବାଶିଷ ବେହେରା ଓରଫ ହଣ୍ଡକୁ ଏନକାଉଣ୍ଟର କରାଯାଇଛି। ପୁଲିସ ଉପରକୁ ଗୁଳି ଚଳାଇବା ପାଇଁ ଉଦ୍ୟମ ବେଳେ ପୁଲିସର ପାଲଟା  ଗୁଳିରେ ଦେବାଶିଷ  ଆହତ ହୋଇଛି । ତାକୁ ଚିକିତ୍ସା ଲାଗି ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଦେବାଶିଷ କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍‌ର ମୁଖ୍ୟ କାରପାଟଦାର ରାକେଶ ନାଥର ମୁଖ୍ୟ ସହଯୋଗୀ। ଦେବାଶିଷ ନାଁରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଥାନାରେ ଦାଦାବଟି, ଡକାୟତି,ଫାୟାରିଂ ଭଳି ମୋଟ ୧୮ ଟି ମାମଲା ରହିଛି। ନିକଟରେ ଦୁଇଟି କେସରେ ମୋଷ୍ଟ ୱ।ଣ୍ଟେଡ ଲିଷ୍ଟରେ ଦେବାଶିଷ ରହିଥିଲା।  ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ଖୋକା ମିଳିଛି।

You Might Also Like

ସ୍କୁଲ ଭ୍ୟାନ୍ ଓଲଟି ୧୦ ଛାତ୍ରଛାତ୍ରୀ ଆହତ

ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’

ସିସିଟିଭି ନଜରରେ ରହିବ ପୂରା ପୁରୀ ସହର

ପରୀ ହତ୍ୟାକାଣ୍ଡ: ଦୋଷୀଙ୍କୁ ମିଳିଲା ୨୦ ବର୍ଷ ଜେଲଦଣ୍ଡ 

ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ !

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ମନୋରଞ୍ଜନ

‘ଦ କପିଲ ଶର୍ମା ସୋ’ରେ ପଡ଼ିଲା ତାଲା

Levlive Odia
Levlive Odia
2 years ago
ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩..
ବଲାଙ୍ଗୀର ଜିଲ୍ଳାରେ ସାମ୍-ଏସ୍ଏଏମ୍ ଆହ୍ୱାନଗୁଡିକୁ ଗୁରୁତ୍ୱ ଦେବା ପାଇଁ ମିଡିଆ ରାଉଣ୍ଡ୍ ଟେବୁଲ୍
୬୦ ବର୍ଷରେ ରୁପାଲିଙ୍କ ହାତ ଧରିଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ
ଆଖିର ଏହି ଲକ୍ଷଣରୁ ଜାଣନ୍ତୁ ଡାଇବେଟିସ ହୋଇଛି କି ନାହିଁ ?
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha