LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ !
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ !

Levlive Odia
Last updated: July 8, 2025 12:42 pm
Levlive Odia
4 days ago
Share
SHARE

ଓଡ଼ିଶାଡ୍ରାଇଭର ମହାସଂଘ ପକ୍ଷରୁ ତେଜିଲା ଆନ୍ଦୋଳନ ।  ନୟାଗଡ଼ ଶାଖା ପକ୍ଷରୁ ଆଜି ନୟାଗଡ଼ ଟ୍ରାଫିକ ଛକ ଠାରେ 7ଦଫା ନେଇ ଷ୍ଟେରିଙ୍ଗ ଛାଡ଼ ଡ୍ରାଇଭର ଧର୍ମଘଟ କରାଯାଇଛି ।  ନୟାଗଡ଼ ଜିଲ୍ଲା ଓ ବ୍ଲକ ସମସ୍ତ ଡ୍ରାଇଭର ଧର୍ମଘଟ ରେ ସାମିଲ ହୋଇଥିବା ବେଳେ7ଦଫା ଦାବି ପୂରଣ ନିମନ୍ତେ ଦାବି କରିଛନ୍ତି ।  ବିଭିର୍ନ ସମସ୍ୟା ନେଇ ବାରମ୍ବାର ପ୍ରଶାସନ ଓ ସରକାରଙ୍କୁ ଗୁହାରି କରିଥିଲେ ମଧ୍ୟ କିଛି ପୂରଣ ହୋଇଥିବା ବେଳେ, ମୁଖ୍ୟ ସମସ୍ୟା ଭିତରୁ 7ଟି ଦାବି ପୂରଣ ହୋଇପାରିନାହିଁ ।  ଏହାକୁ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ମଧ୍ୟ ସରକାର ଚିର ନିଦ୍ରା ରେ ଶୋଇଥିବା ବେଳେ, କାହାରି କର୍ଣ୍ଣାପାତ ନାହିଁ ।  ଏପଟେ ଦାବି ପୂରଣ ନିମନ୍ତେ ବହୁବାର ଚେଷ୍ଟା କରି ଓଡିଶା ଡ୍ରାଇଭର ମହାସଂଘ ସମସ୍ତ ବ୍ଲକ ଓ ଜିଲ୍ଲା ରେ ଆନ୍ଦୋଳନ ଡାକରା ଦେଇ ରାଜ ରାସ୍ତା କୁ ଓଲ୍ହାଇ ଶାନ୍ତିପୁର୍ଣ ଭାବେ ଧର୍ମଘଟକରୁଥିବା ବେଳେ, କେବଳ ଦେଖିବାକୁ ବାକି ରହିଲା, ସମସ୍ତ ସୁବିଧା ଯୋଗାଇଥିବା ଡ୍ରାଇଭର ମାନଙ୍କ ପାଇଁ କେବେ ସରକାରଙ୍କ ନିଦ ଭାଙ୍ଗୁଛି ।

You Might Also Like

ଆସନ୍ତା ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା

ଯୁକ୍ତ ୩ ନାମଲେଖା ପାଇଁ ଆଜିଠୁ ହେବ ଆବେଦନ

ଓଡ଼ିଶା ଗସ୍ତରେ ଇଡ଼ିମୁଖ୍ୟ

ଆଜି ବାହାରିବ ଆଇସିଏସ୍ଇ ପରୀକ୍ଷା ଫଳ

କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ଯାଞ୍ଚବେଳେ ରେଳ ୱାଗନରୁ ୧୨ଟି ବୋମା ଜବତ

TAGGED:#driverprotest #state #odisha
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ଜୀବନଚର୍ଯ୍ୟା

ବହୁ ସମସ୍ୟାର ଗୋଟିଏ ମହୋଷଧୀ ଅନୁଲୋମବିଲୋମ

Levlive Odia
Levlive Odia
2 years ago
ସଫା କରିବାକୁ କହି ଠକି ନେଲେ ସୁନା !
ଖେଳାଳିଙ୍କୁ ମୋଦୀଙ୍କ ସାବାସୀ
ଶାନ୍ତ ସୁକିନ୍ଦା କୁ ଅଶାନ୍ତ କରୁଚି କିଏ?
ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ଦୁଇ ଦିନ ବର୍ଷା ସମ୍ଭାବନା
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha