LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଚିଲିକାରେ ଡଲଫିନ ଗଣନା ଆରମ୍ଭ, ୩ ଦିନ ଧରି ଚାଲିବ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

ଚିଲିକାରେ ଡଲଫିନ ଗଣନା ଆରମ୍ଭ, ୩ ଦିନ ଧରି ଚାଲିବ

Levlive Odia
Last updated: January 20, 2025 11:44 am
Levlive Odia
6 months ago
Share
SHARE

ବ୍ରହ୍ମଗିରି: ଚିଲିକାରେ ଵିରଳ ପ୍ରଜାତି ଇରାୱାଡି ଡଲଫିନ ଗଣନା ଆରମ୍ଭ ହୋଇଛି। ସମଗ୍ର ଚିଲିକାକୁ ୩ଟି  ଜୋନରେ ଭାଗ କରାଯାଇ ଗଣନା କରାଯାଉଛି। ସର୍ଦନ, ନର୍ଦନ ଏବଂ ସେଣ୍ଟ୍ରାଲ ଜୋନ ଏହି ୩ଟି ଜୋନ ରେ ମୋଟ ୧୮ଟି ଟିମ ଗଣନାରେ ସାମିଲ ହୋଇଛନ୍ତି। ପ୍ରତି ଟିମରେ ୫ଜଣ ସଦସ୍ୟ ଅଛନ୍ତି। ମୋଟ ୯୦ଜଣ ଗଣନାକାରୀ ସାମିଲ ହୋଇଛନ୍ତି। ଗତ ବର୍ଷ ଚିଲିକାରେ ୧୫୮ଟି ଡଲଫିନ ଗଣନା ବେଳେ ଜଣା ପଡ଼ିଥିଲା। ଚଳିତ ବର୍ଷ ଗଣନା ବେଳେ ସଂଖ୍ୟା ଉପରେ ସମସ୍ତଙ୍କ ନଜର ରହିଛି। ବିଶ୍ଵରେ କେତକ ହାତଗଣତି ଦେଶରେ ଇରାୱାଡି ଡଲଫିନ ଦେଖା ଯାଇଥାନ୍ତି। ସେଥିମଧ୍ୟରୁ ଚିଲିକାରେ ସବୁଠାରୁ ଅଧିକ ଡଲଫିନ ଦେଖିବାକୁ ମିଳନ୍ତି। ଗତ କିଛି ବର୍ଷ ହେଲା ଏମାନଙ୍କ ସଂଖ୍ୟା କମୁଥିବାରୁ ଚିନ୍ତା ପ୍ରକାଶ ପାଇଛି। ଆଜିର ଗଣନାରେ ବନ ବିଭାଗ, ସିଡିଏ, ସ୍ୱେଚ୍ଛାସେବୀ, ଡଲଫିନ ବିଶେଷଜ୍ଞ, ଛାତ୍ରୀଛାତ୍ର ଏବଂ ମୋଟର ବୋଟ ସଂଘ କର୍ମଚାରୀ ସାମିଲ ହୋଇଛନ୍ତି। ଗତକାଲି ଏନେଇ ସାତପଡା ସିଡିଏରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସାତପଡା, ବାଲୁଗାଁ, ଟାଙ୍ଗୀ, କୃଷ୍ଣପ୍ରସାଦ ଏବଂ ରମ୍ଭା ରେଞ୍ଜରେ ଏହି ଗଣନା ଚାଲିଛି। ସାତପଡା ରେଞ୍ଜରେ ୮ଟି ଟିମ ଗଣନା କରୁଥିବା ବେଳେ ଅନ୍ୟ ରେଞ୍ଜରେ ୧୦ଟି ଟିମ ଗଣନା କରୁଛି। ସକାଳ ୬ଟାରୁ ଗଣନା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ।
ଗତ ବର୍ଷ ଚିଲିକାରେ ୧୫୮ଟି ଡଲଫିନ ଗଣନା ବେଳେ ଜଣା ପଡ଼ିଥିଲା। ଚଳିତ ବର୍ଷ ଗଣନା ବେଳେ ସଂଖ୍ୟା ଉପରେ ସମସ୍ତଙ୍କ ନଜର ରହିଛି। ବିଶ୍ଵରେ କେତକ ହାତଗଣତି ଦେଶରେ ଇରାୱାଡି ଡଲଫିନ ଦେଖା ଯାଇଥାନ୍ତି। ସେଥିମଧ୍ୟରୁ ଚିଲିକାରେ ସବୁଠାରୁ ଅଧିକ ଡଲଫିନ ଦେଖିବାକୁ ମିଳନ୍ତି। ଗତ କିଛି ବର୍ଷ ହେଲା ଏମାନଙ୍କ ସଂଖ୍ୟା କମୁଥିବାରୁ ଚିନ୍ତା ପ୍ରକାଶ ପାଇଛି। ଆଜିର ଗଣନାରେ ବନ ବିଭାଗ, ସିଡିଏ, ସ୍ୱେଚ୍ଛାସେବୀ, ଡଲଫିନ ବିଶେଷଜ୍ଞ, ଛାତ୍ରୀଛାତ୍ର ଏବଂ ମୋଟର ବୋଟ ସଂଘ କର୍ମଚାରୀ ସାମିଲ ହୋଇଛନ୍ତି। ଗତକାଲି ଏନେଇ ସାତପଡା ସିଡିଏରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

You Might Also Like

ମହର୍ଷି କଲେଜରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ; ଛାତ୍ରଙ୍କ ମାଡରେ ଲାଇବ୍ରେରୀ ଆସିଷ୍ଟାଣ୍ଟ ଗୁରୁତର

ଆସୁଛି ବର୍ଷା, ୮ଜିଲାକୁ ଓ୍ବାର୍ନିଂ…

ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ, ୩ ଉଦ୍ଧାର

ପ୍ରକାଶ ପାଇଲା ଆଇଏସ୍ ପରୀକ୍ଷା ଫଳ, ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ

ମୋଦିଙ୍କ ଓଡିଆ ଅସ୍ମିତା ପ୍ରସଙ୍ଗ ପାଣ୍ଡିଆନଙ୍କ ଜବାବ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

ଆରମ୍ଭ ହେଲା ଶ୍ରୀଜିଉଙ୍କ ଗଜବେଶ ପ୍ରସ୍ତୁତି

Swarnnashri Mishra
Swarnnashri Mishra
1 year ago
ଏସୀୟ କ୍ରୀଡ଼ାରେ ୭୧ଟି ପଦକ ଜିଣି ରେକର୍ଡ ସୃଷ୍ଟି କଲା ଭାରତ
ଏହି ଦୁଇ ଦେଶକୁ ଯାତ୍ରା ନକରିବାକୁ ପରାମର୍ଶ
ପଥ ଉତ୍ସବ: ଶୀତୁଆ ସକାଳର ମଜା ନେଲେ ରାଜଧାନୀବାସୀ
ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଆସିଲେ ଜୋ ବାଇଡେନ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha