LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଆଜି ମୁହାଁମୁହିଁ ହେବେ ଦିଲ୍ଲୀ-ଲକ୍ଷ୍ନୌ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ଖେଳ

ଆଜି ମୁହାଁମୁହିଁ ହେବେ ଦିଲ୍ଲୀ-ଲକ୍ଷ୍ନୌ

Levlive Odia
Last updated: March 24, 2025 10:23 am
Levlive Odia
4 months ago
Share
SHARE

ବିଶାଖାପାଟଣା : ସୋମବାର ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମ୍ୟାଚ ଖେଳାଯିବ। ଦୁଇ ଦଳ ଚଳିତ ସିଜିନରେ ଟ୍ରଫି ସ୍ବପ୍ନକୁ ପୂରଣ କରିବା ଲକ୍ଷ୍ୟ ରଖି ଅଭିଯାନ ଆରମ୍ଭ କରି​‌େ​‌ବ। ଦିଲ୍ଲୀ କ୍ୟାପିଟାଲ୍‌ସ ଅଲରାଉଣ୍ଡର ଅକ୍ଷର ପଟେଲ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଋଷଭ ପନ୍ତ୍‌ଙ୍କ ନେତୃତ୍ବରେ ଖେଳିବ। ପଟ୍ଟ ପରିବର୍ତ୍ତନ କରିଥିବା ଋଷଭ ପନ୍ତ୍‌ ଓ ଲୋକେଶ ରାହୁଲ ନୂଆ ଋତୁରେ ନୂଆ ଆଶା ନେଇ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ପନ୍ତ୍‌ ଦିଲ୍ଲୀ ପାଇଁ ମୋଟ୍‌ ୧୧୧ଟି ଆଇପିଏଲ ମ୍ୟାଚ ଖେଳିବା ପ​‌େ​‌ର ଚଳିତ ବର୍ଷ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଦଳକୁ ଆସିଛନ୍ତି। ଅନ୍ୟପକ୍ଷରେ ଲୋକେଶ ରାହୁଲ ଗତ ୩ ବର୍ଷ ଧରି ଲକ୍ଷ୍ନୌରୁ ଖେଳିବା ପରେ ଅନ୍ୟ ଦଳ ଦିଲ୍ଲୀ କ୍ୟାପିଟାଲ୍‌ସରେ ସାମିଲ ହୋଇଛନ୍ତି । ଗତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍‌ସରେ ଥିବା ୱିକେଟରକ୍ଷକ ଋଷଭ ପନ୍ତ୍‌ଙ୍କୁ ୨୦୨୫ ଆଇପିଏଲ ଲାଗି ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ୨୭ କୋଟି ଟଙ୍କାରେ କ୍ରୟ କରିଛି । ପନ୍ତ ଚଳିତ ଆଇପିଏଲର ସବୁଠାରୁ ଦାମି ଖେଳାଳି ରହିଛନ୍ତି।

ଲକ୍ଷ୍ନୌ ଗତ ୩ ବର୍ଷ ହେବ ଆଇପିଏଲ ଖେଳି ଆସୁଛି। ଦଳ ୨୦୨୨ ଓ ୨୦୨୩ରେ ପ୍ଳେ ଅଫକୁ ଉନ୍ନୀତ ହୋଇଥିଲେ ମଧ୍ୟ ୪ର୍ଥ ଓ ୨୦୨୪ରେ ସପ୍ତମ ସ୍ଥାନ ହାସଲ କରିଥିଲା। ଚଳିତ ଆଇପିଏଲରେ ଦଳର ବ୍ୟାଟିଂ ଭାର ପନ୍ତଙ୍କ ସମେତ ମିଚେଲ ମାର୍ଶ, ନିକୋଲାସ ପୁରନ, ଆୟୁଷ ବାଦୋନି, ଡେଭିଡ୍‌ ମିଲର, ଐଡେନ ମାର୍କରାମ, ଅବଦୁଲ ସାମଦଙ୍କ ଉପରେ ନିର୍ଭର କରିବ। ରବି ବିଷ୍ଣୋୟୀ, ସାମରା ଜୋଶେଫ, ପ୍ରିନ୍ସ ଯାଦବ, ସାର୍ଦୁଳ ଠାକୁର, ମୟଙ୍କ ଯାଦବ, ଆଭେଶ ଖାନ ଓ ଆକାଶ ଦୀପ୍‌ଙ୍କ ଭଳି ବୋଲର ରହିଛନ୍ତି। ମୟଙ୍କ, ଆଭେଶ ଓ ଆକାଶ ସମ୍ପୂୂର୍ଣ୍ଣ ସୁସ୍ଥ ନହେବା ଦଳକୁ ଚିନ୍ତାରେ ପକାଇଛି। ଆହତ ମୋହସିନ ଖାନଙ୍କ ସ୍ଥାନରେ ନିଲାମରେ କେହି କିଣିନଥିବା ସାର୍ଦୁଳ ଠାକୁର ​‌େ​‌ଶଷ ମୁହୂର୍ତ୍ତରେ ଦଳରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍‌ସ ୨୦୨୦ରେ ଥରେ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଦଳ ଚଳିତ ସିଜିନରେ ଭଲ ପ୍ରଦର୍ଶନ ନେଇ ଆଶା ରଖିଛି।

You Might Also Like

ଟ୍ରେନ ଦୁର୍ଘଟଣାରେ ପୀଡିତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଦାନ କଲେ ଭାରତୀୟ ଫୁଟବଲ ଟିମ୍

କଳିଙ୍ଗ ଷ୍ଟାଡିୟମ୍‌ରେ ଦେଶର ସର୍ବବୃହତ୍‌ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟିତ

ଟି-୨୦ ବିଶ୍ୱକପ ଜିତିବା ପରେ ଦେଶକୁ ଫେରିଛନ୍ତି ଟିମ୍ ଇଣ୍ଡିଆ

କ’ଣ olympics ରେ ହେବ କ୍ରିକେଟ ଖେଳ ?

ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ଖେଳ

ପ୍ୟାରିସ ଅଲିମ୍ପିକ୍ସ:ଆଜି ଦ୍ୱିତୀୟ ପଦକ ଜିତିଛି ଭାରତ

Levlive Odia
Levlive Odia
12 months ago
କୋଲକାତାରେ ପୁଣି ଲଜ୍ୟା: ମହିଳା ରୋଗୀଙ୍କୁ ଦୁଷ୍କର୍ମ
ଆଜି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝି
ପୁଣି ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ; ଫାଟିଲା ୩ ସିଲିଣ୍ଡର, ଜଳିଗଲା ଟେଣ୍ଟ
ଶସ୍ତା ହେବ ୩୬ ଜୀବନ ରକ୍ଷାକାରୀ ଔଷଧ, ବୀମା କ୍ଷେତ୍ରରେ ୧୦୦% ଏଫଡିଆଇକୁ ଅନୁମତି
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha