LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଦଶପଲ୍ଳା ରେଳଷ୍ଟେସନକୁ ୪ଟି ନୂଆ ଟ୍ରେନ୍‍ର ସମ୍ପ୍ରସାରଣ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

ଦଶପଲ୍ଳା ରେଳଷ୍ଟେସନକୁ ୪ଟି ନୂଆ ଟ୍ରେନ୍‍ର ସମ୍ପ୍ରସାରଣ

Levlive Odia
Last updated: January 7, 2024 10:15 am
Levlive Odia
2 years ago
Share
SHARE

ଦଶପଲ୍ଲା ରେଳ ଷ୍ଟେସନକୁ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକାର୍ପଣ କରିଛନ୍ତି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ନୟାଗଡ଼ ଜିଲ୍ଲାରଦଶପଲ୍ଲା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବପତାକା ଦେଖାଇ ୪ଟି ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର- ନୟାଗଡ଼ ଟାଉନ ଏକ୍ସପ୍ରେସ୍, ଭୁବନେଶ୍ୱର -ନୂଆଗାଁ ରୋଡ଼ ପାସେଞର ସ୍ପେଶାଲ,ପୁରୀ-ନୂଆଗାଁ ରୋଡ଼ ପାସେଞ୍ଜର ସ୍ପେଶାଲ, ଭଦ୍ରକ-ନୟାଗଡ଼ଟାଉନ ମେମୁ ଟ୍ରେନ ଗୁଡ଼ିକର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଗଲାବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଘୋଷଣା କରିଛନ୍ତି ।ଲୋକାର୍ପଣ ଉତ୍ସବରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,୨୦୧୪ ପୂର୍ବରୁ ଓଡ଼ିଶାକୁ ରେଳ ବଜେଟ୍‍ରେ ମାତ୍ର ୮୦୦ କୋଟି ଟଙ୍କାମିଳୁଥିଲା । ହେଲେ ବର୍ତ୍ତମାନ କେନ୍ଦ୍ର ସରକାର ଏହି ବଜେଟ ପରିମାଣ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ସେହିଭଳି ୨୦୧୪ ପୂର୍ବରୁ ଓଡ଼ିଶାରେ ବର୍ଷକୁ ୫୦ କିଲୋମିଟର ରେଳପଥ ସଂପ୍ରସାରଣ ହେଉଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆସିବା ପରେ ଓଡ଼ିଶାରେ ବର୍ଷକୁ ୪୫୦ କିଲୋମିଟର ରେଳପଥ ସଂପ୍ରସାରଣ ହେଉଛି ।

You Might Also Like

ପୁରୀରେ ଚାଲିଥିବା ନିଗମାନନ୍ଦ ସମ୍ମିଳନୀରେ ଅଘଟଣ, ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ସିପ୍ରା ଛାଡ଼ିଲେ ବିଜେଡ଼ି, ଧରିଲେ କଂଗ୍ରେସର ହାତ

କାରକୁ ଧକ୍କା ଦେଲା ହାଇୱା, ସମ୍ବଲପୁରର ୨ ବରିଷ୍ଠ ବିଜେପି ନେତା ମୃତ; ଦୁର୍ଘଟଣା ନା ହତ୍ୟା ଅସ୍ପଷ୍ଟ…

ଏଣିକି ଶ୍ରୀମନ୍ଦିର ଭିତରେ ମୋବାଇଲ ବ୍ୟବହାରକାରୀଙ୍କୁ ଧରିବ AI

ଅଧାରେ ରହିଗଲା ମାଟ୍ରିକ୍ ପରୀକ୍ଷା ଦେବାର ସ୍ୱପ୍ନ, ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ ଛାତ୍ର

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜନୀତି

ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷ ଦିନ..

Levlive Odia
Levlive Odia
2 years ago
ମହିଳା ଦିବସରେ ‘ସୁଭଦ୍ରା’ ଭେଟି; ଆଜି ହିତାଧିକାରୀଙ୍କ ଖାତାକୁ ଆସିବ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା
ଆଜି ବି ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
ନୂଆ ଅବକାରୀ ନୀତି ଆଣିଲେ ରାଜ୍ୟ ସରକାର
ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha