LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଖରା ସମୟରେ କଫି ବଦଳରେ ଗ୍ରୀନ ଟି ବ୍ୟବହାର ଉପକାରୀ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ଜୀବନଚର୍ଯ୍ୟା

ଖରା ସମୟରେ କଫି ବଦଳରେ ଗ୍ରୀନ ଟି ବ୍ୟବହାର ଉପକାରୀ

Levlive Odia
Last updated: May 8, 2024 11:46 am
Levlive Odia
1 year ago
Share
SHARE

ପ୍ରତ୍ୟେକ ଲୋକଙ୍କର ପ୍ରାୟ ଚା’ବା କଫିରୁ ସକାଳ ଆରମ୍ଭ ହୋଇଥାଏ । ଅନେକ ଏହି ଗରମ ଦିନରେ ମଧ୍ୟ ମାତ୍ରାଧିକ ଚା ବା କଫିକୁ ସେବନ କରିଥାନ୍ତି । ଯେଉଁମାନେ ଅଧିକ ଚା’ କଫି ପିଉଛନ୍ତି ସେମାନେ ଜାଣି ରଖିବା ଦରକାର ଯେ, ଖରାରେ ଏସବୁ ପିଇବା ଦ୍ୱାରା ଶରୀରକୁ ହାନି ପହଞ୍ଚିଥାଏ । କିନ୍ତୁ ଆପଣମାନେ ଯଦି ଏହା ବଦଳରେ ଗୋଟିଏ କପ୍ ଗ୍ରୀନ ଟି ପିଉଛନ୍ତି, ତେବେ ଏହା ଆପଣମାନଙ୍କ ଶରୀର ପାଇଁ ବହୁତ ଉପକାର ହୋଇଥାଏ । ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ତଥ୍ୟ…ଆପଣମାନେ ଗ୍ରୀଷ୍ମଋତୁର ଖରା ସମୟରେ ଯଦି ଅନ୍ୟ ଚା’ କଫି ବଦଳରେ ଗ୍ରୀନ ଟି ବ୍ୟବହାର କରିବା ଉଚିତ୍ । ଏହା ପ୍ରଥମେ ଶରୀରକୁ ଥଣ୍ଡା କରିବା ସହ ମେଟାବଲିଜିମକୁ ଠିକ ରଖିଥାଏ ଓ ଶରୀରକୁ ହାଇଡ୍ରେଟ ରଖିଥାଏ । ଶରୀରକୁ ସତେଜ ରଖିବାରେ ଜଳ ପରେ ଦ୍ୱିତୀୟ ପାନୀୟ ଭାବରେ ଶରୀରକୁ ବେଶ୍ ଉପକାରୀ ହୋଇଥାଏ ଗ୍ରୀନ ଟି । ଏହା ଆପଣମାନଙ୍କର ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ସହ ମନୋବଳ ସ୍ଥିତି ମଧ୍ୟ ବୃଦ୍ଧି କରିଥାଏ । ଏହାର ଉପକାରିତା କେବଳ ଏତିକିରେ ସୀମିତ ନୁହେଁ, ଏହାକୁ ସେବନ କରିବା ଦ୍ୱାରା ଓଜନ ହ୍ରାସ ହେବା ସହ ମନୋବଳ ଦୃଢ କରିବାରେ ମଧ୍ୟ ଏହା ଖୁବ୍ ସହାୟକ ହୋଇଥାଏ । ସେହିପରି ଚାପ ଏବଂ କ୍ଳାନ୍ତ ଜନିତ ସମସ୍ୟାକୁ ଦୂର କରି ଆମକୁ ଆରାମ ଦେଇଥାଏ ଗ୍ରୀନ୍ ଟି । ଏଥିରେ ଅଳ୍ପ ପରିମାଣରେ କ୍ୟାଫିନ୍ ଥିବାରୁ ଅନେକ ଲୋକମାନେ ଏହାକୁ ପାନୀୟ ଭାବେ ମଧ୍ୟ ବ୍ୟବହାର କରୁଛନ୍ତି । ଖରାଦିନରେ କ୍ୟାଫିନ ବା ମୃଦ୍ୟୁ ପାନୀୟ ଅପେକ୍ଷା ଗ୍ରୀନ ଟି ସେବନ ଶରୀରକୁ ଫୂର୍ତ୍ତି ରଖିଥାଏ । ଦୁର୍ବଳ ଏବଂ ଥକ୍କାପଣକୁ ଦୂର କରିଥାଏ । ଗ୍ରୀନ ଟି ଆପଣଙ୍କ ଶରୀରରେ ଅନେକ ଲାଭ ଦେଇଥାଏ ।

You Might Also Like

ଏବେ ଔଷଧ ଅସଲି ବା ନକଲି ତୁରନ୍ତ ଜାଣିପାରିବେ !

ଉଦୟପୁର ହୋଟେଲରେ ହେବ ରାଘବ ଏବଂ ପରିଣୀତି ଚୋପ୍ରାଙ୍କ ବାହାଘର

ରୁପି ସମସ୍ୟା : ଏହା ପଛର କାରଣ କ’ଣ ଓ ଏହାକୁ କିପରି ନିୟନ୍ତ୍ରଣରେ ରଖିହେବ ?

ଅନେକ ରୋଗକୁ ଦୂର କରିବ ହରିଡ଼ା ଓ ଗୁଡ଼

ଫଙ୍ଗାଲ୍‌ ଇନଫେକ୍ସନ୍‌ ସମସ୍ୟା : ଜାଣନ୍ତୁ ଏହାର ଘରୋଇ ଉପଚାର

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

ରାତି ପାହିଲେ ସ୍ନାନ ପୂର୍ଣ୍ଣିମା

Levlive Odia
Levlive Odia
1 year ago
ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ଲାଭଦାୟକ ପୁଦିନା
ଆଜି ଭାରତୀୟ ସେନା ଦିବସ
କ୍ରିକେଟରୁ ଅବସର ନେଲେ ଦୀନେଶ କାର୍ତ୍ତିକ
ନାମାଙ୍କନ ପୂର୍ବରୁ ଜଳାଭିଷେକ କଲେ ରାଜନାଥ ସିଂ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha