LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଏଣିକି ଶ୍ରୀମନ୍ଦିର ଭିତରେ ମୋବାଇଲ ବ୍ୟବହାରକାରୀଙ୍କୁ ଧରିବ AI
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

ଏଣିକି ଶ୍ରୀମନ୍ଦିର ଭିତରେ ମୋବାଇଲ ବ୍ୟବହାରକାରୀଙ୍କୁ ଧରିବ AI

Levlive Odia
Last updated: August 14, 2024 4:51 pm
Levlive Odia
11 months ago
Share
SHARE

ପୁରୀ ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ କରିବ AI । ସାତପାହାଚ ନିକଟରେ ହେଉଥିବା ଭିଡ଼କୁ ନିୟନ୍ତ୍ରଣ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ମନ୍ଦିର ଭିତରେ ଓ ବାହାରେ ଲାଗିବ ୧୪ଟି କ୍ୟାମେରା । ମନ୍ଦିର ପରିସରରେ ମୋବାଇଲ ବ୍ୟବାହାର କଲେ ଧରିବ AI । ଏହା ସହ ନିଷିଦ୍ଧ ସାମଗ୍ରୀକୁ ସହଜରେ ଧରିପାରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏଆଇ ବା ଆଟିଫିସିଆଲ ଇଣ୍ଟଲିଜେନ୍ସ ଟେକ୍ନୋଲୋଜି ଉପଯୋଗ କରି ଅତ୍ୟାଧୁନିକ ଫୁଟଫଲ କାଉଣ୍ଟିଂ କରାଯିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଲକ୍ଷ୍ୟରେ ଏହି ଏଫ୍ଏଫ୍ ସି ଏସ୍ ସ୍ଥାପନ କରାଯାଉଛି ।  ଶ୍ରୀମନ୍ଦିର – ଭିତରେ ଓ ବାହାରେ ଏହି ଟେକ୍ନୋଲେଜି ବ୍ୟବହାର କରାଯିବ । ଏହି ଅତ୍ୟାଧୁନିକ ବ୍ୟବସ୍ଥା ପ୍ରତିଦିନ କେତେ ସଂଖ୍ୟକ ଶ୍ରଦ୍ଧାଳୁ ଠାକୁର ଦର୍ଶନ କରିବାକୁ ଆସୁଛନ୍ତି ତାହା ଗଣତି କରିବ। ଶ୍ରଦ୍ଧାଳୁଙ୍କ ଉପରେ ନଜର ରଖିବ । କାହା ହାତରେ କ’ଣ ରହିଛି ତାହାର ସୂଚନା ତୁରନ୍ତ ପ୍ରଶାସନ ନିକଟରେ ପହଞ୍ଚାଇଦେବ । ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡିଓ  ଉତ୍ତୋଳନ କରି ରଖିବ ।କେତେ ସଂଖ୍ୟକ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଭିତରକୁ ଯାଇଛତି ଓ କେତେ ସଂଖ୍ୟକ ଶ୍ରଦ୍ଧାଳୁ ଠାକୁର ଦର୍ଶନ ଅପେକ୍ଷାରେ ଅଛନ୍ତି ତାହାର ତୁରନ୍ତ ସୂଚନା ଦେଇପାରିବ । ଶ୍ରୀମନ୍ଦିର ଭିତର ୧୩ଟି ସ୍ଥାନ ଯଥା ଚାରିଦ୍ଵାର ଗୁମୁଟ, ବାଇଶି ପାହାଡ, ବିଭିନ୍ନ ଚକଡ଼ା, ବିଭିନ୍ନ ପାହାଚ ଥିବା ସ୍ଥାନରେ ଏହି ବ୍ୟବସ୍ଥା କରାଯିବ ।

You Might Also Like

ଜାମିନ୍ ପାଇଲେ ଜଗନ୍ନାଥ !

ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି: ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ

ସରିଲା ଖଣ୍ଡଗିରି କୁମ୍ଭମେଳା

ରତ୍ନ ଭଣ୍ଡାର ଭିତରକୁ ପଶିଲେ ଓଡ୍ରାଫ ଟିମ୍

ରେଳ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୪

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ଦେଶ-ବିଦେଶରାଜନୀତି

କେଜ୍ରିୱାଲ୍‌ଙ୍କୁ ଗିରଫ କଲା ସିବିଆଇ

Levlive Odia
Levlive Odia
1 year ago
କଟକ ନେତାଜୀ ବସ ଟର୍ମିନାଲ ହେବ ଶୁଭାରମ୍ଭ
ପ୍ରଶଂସକଙ୍କ ହୃଦୟ ଜିତିଲେ ବିରାଟ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ମହାନ୍ତି
ଭିଆଇପି ମାନେ ତୁରନ୍ତ ଭରନ୍ତୁ ନିଜ ନିଜ ବିଜୁଳି ବିଲ୍‌‌
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha