LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ରାଉରକେଲାରେ ଲଜ୍ଜା: ୧୫ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ତିନି ଗିରଫ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

ରାଉରକେଲାରେ ଲଜ୍ଜା: ୧୫ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ତିନି ଗିରଫ

Levlive Odia
Last updated: December 20, 2024 12:25 pm
Levlive Odia
7 months ago
Share
SHARE

ରାଉରକେଲା: ଇସ୍ପାତ ନଗର ରାଉରକେଲାରେ ପୁଣି ଲଜ୍ଜା। ଜଣେ ୧୫ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଦୁଇ ଜଣ ବିଶ୍ରା ଅଞ୍ଚଳର ହୋଇଥିବା ବେଳେ ଜଣେ ରାଉରକେଲା ସହରର ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ୧୭ ତାରିଖ ଅପରାହ୍ନରେ ଷ୍ଟେସନ ଅଞ୍ଚଳର ନାବାଳିକା ଜଣକ ବୁଲା ବୁଲି କରୁଥିଲେ। ଏହି ସମୟରେ ଖାଇବାକୁ ଦେବାକୁ କହି ଦୁଇ ଯୁବକ କୌଶଳ କ୍ରମେ ନାବାଳିକାକୁ ନେଇଯାଇଥିଲେ। ୨୦ କିଲୋମିଟର ଦୂର ବିଶ୍ରା ଅଞ୍ଚଳ ଏକ ଝାଟି ମାଟି ଘରେ ରଖି ତିନି ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ନେଇ ଉଦିତ ନଗର ଥାନାରେ ଅଭିଯୋଗ ହୋଇଥିଲା । ପରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ବିଶ୍ରା ଛକରେ ଛାଡ଼ିଦେବା ସହ ଘଟଣା ପ୍ରଘଟ ନକରିବାକୁ ଧମକ ଦେଇଥିଲେ। ତେବେ ଉଦିତ ନଗର ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିବା ସହ ତିନି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

You Might Also Like

ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ମାମଲା ସମାଧାନ ପାଇଁ ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ

ପୁରୀ ପୋଲିସକୁ ବଡ଼ ସଫଳତା

ଆମେ ଗଢ଼ିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ

ଭୁବନେଶ୍ବରରେ ଅଖିଳେଶ ଯାଦବ: ବଢ଼ୁଛି ରାଜନୈତିକ ଚର୍ଚ୍ଚା

ଓଡ଼ିଶାର ନୂଆ ବି.ଏଡ଼ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ଦେଶ-ବିଦେଶ

Global Leader Approval Ratingsରେ ସୁପରପାୱାର ନେତାଙ୍କୁ ପଛରେ ପକାଇ ନମ୍ବର ୧ ହେଲେ ମୋଦୀ

Levlive Odia
Levlive Odia
2 years ago
ପାକିସ୍ତାନକୁ ହରାଇଲା ଟିମ ଇଣ୍ଡିଆ
ଇତିହାସ ରଚିଲେ ଭାରତୀୟ ଗ୍ରାଣ୍ଡ ମାଷ୍ଟର ଡି ଗୁକେଶ, ଚେସରେ ହେଲେ ବିଶ୍ୱ ଚାମ୍ପିୟନ
ବନ୍ୟାରେ ଉବୁଟୁବୁ ଚୀନ୍‌
ସାମ୍ବାଦିକ ବେଶରେ ଆସିଲେ,ଗ୍ୟାଙ୍ଗଷ୍ଟରଙ୍କୁ ଗୁଳି କଲେ…
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha