LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ମାଞ୍ଜା ସୂତା ଉପରେ ବ୍ୟାନ୍‌ ଲଗାଇଲା ପ୍ରଶାସନ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

ମାଞ୍ଜା ସୂତା ଉପରେ ବ୍ୟାନ୍‌ ଲଗାଇଲା ପ୍ରଶାସନ

Levlive Odia
Last updated: December 29, 2023 11:11 am
Levlive Odia
2 years ago
Share
SHARE

ମକର ପୂର୍ବରୁ ଗୁଡି ଉଡ଼ା ଏବେ ଲୋକଙ୍କ ଲାଗି ସାଜିଛି ବିପଦ । ଗୁଡ଼ି ଉଡାରେ ମାଞ୍ଜାସୁତା ସହ ଚାଇନା ସୁତା ବ୍ୟବହାର କରାଯିବା ଫଳରେ ଏହା ଲୋକଙ୍କ ଲାଗି ବିପଦ ସାଜିଛି । ଗତ ଦୁଇ ଦିନ ଭିତରେ ବାଲେଶ୍ୱର ସହରରେ ଦୁଇ ବ୍ୟକ୍ତି ଗୁଡ଼ି ସୂତାରେ ଆହତ ହେବା ପରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ରାସ୍ତାଘାଟ ଓ ଜନଗହଳି ସ୍ଥାନରେ ଗୁଡ଼ି ଉଡାଇବା ଲାଗି କଟକଣା ଲାଗିଛି । ସେପଟେ ମାଞ୍ଜାସୁତା ଓ ଚାଇନା ସୁତା ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛି ପ୍ରଶାସନ ।ମକର ପୂର୍ବରୁ ରାସ୍ତାଘାଟରେ ଦେଖିବାକୁ ମିଳୁଛି ବେପରୁଆ ଗୁଡି ଉଡା । ଗୁଡ଼ିରେ ମାଞ୍ଜା ଓ ଚାଇନା ସୁତା ବ୍ୟବହାର ଯୋଗୁଁ ଅନେକ ରକ୍ତାତ ହେଉଛନ୍ତି ।ବାଲେଶ୍ୱର ସହରରେ ଦୁଇ ଦିନରେ ଦୁଇ ଦୁଇଟି ଘଟଣା ପ୍ରଶାସନର ନିଜରକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ । ଜନଗହଳି ପୂର୍ଣ୍ଣ ସ୍ଥାନରେ ଗୁଡି ଉଡା ଉପରେ କଟକଣା ଲଗାଯିବା ସହ ମାଞ୍ଜାସୁତା ବ୍ୟବହାର କଲେ କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

You Might Also Like

ଜୀବନ୍ତ ଜଳିଗଲେ ନାବାଳକ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ

ଆମ ଓଡ଼ିଶା ନବୀନ ଓଡ଼ିଶା: ପରୀକ୍ଷା ବେଳେ ବାଧ୍ୟ କରୁଛନ୍ତି କାର୍ଯ୍ୟକ୍ରମକୁ ଆସ

ତାଳଚେର ଖଣି ଉପନିର୍ଦ୍ଦେଶକଙ୍କୁ ଗିରଫ କଲା ଭିଜିଲାନ୍ସ

୧୩ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ସମ୍ଭାବନା

ସୁକିନ୍ଦା ଖଣି ଉପତ୍ୟକା କୁ ପ୍ରଦ୍ୟୁଷଣ ମୁକ୍ତ ପାଇଁ ୪ଟି ଗାଁରେ ଲ‌ଗାଗଲା ୪୦ ହଜାର ଗଛଚାରା

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

ନାବାଳିକାକୁ ବଳାତ୍କାର ପରେ ଫିଙ୍ଗିଦେଲେ !

Levlive Odia
Levlive Odia
3 months ago
୮୧ ବର୍ଷରେ ପାଦ ଥାପିଲେ ଅମିତାଭ ବଚ୍ଚନ
ବିଳମ୍ବ ରେ ରେଳ ଓଭରବ୍ରିଜ୍ ଓ ଦୁଇ ଗଳି ପୋଲ କାର୍ଯ୍ୟ ଆରମ୍ଭ
ଇଟାଲୀରେ ପହଞ୍ଚିଲେ ମୋଦି
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha