LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଧୂମପାନ ପରେ ଶରୀରକୁ ଯାଉଥିବା ନିକୋଟିନ୍‌କୁ ବାହାର କରିବା ପାଇଁ ଖାଆନ୍ତୁ ଏହି ୬ଟି ଫଳ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ଜୀବନଚର୍ଯ୍ୟା

ଧୂମପାନ ପରେ ଶରୀରକୁ ଯାଉଥିବା ନିକୋଟିନ୍‌କୁ ବାହାର କରିବା ପାଇଁ ଖାଆନ୍ତୁ ଏହି ୬ଟି ଫଳ

Levlive Odia
Last updated: October 22, 2023 5:25 pm
Levlive Odia
2 years ago
Share
SHARE

ତମାଖୁ ଶରୀର ପାଇଁ ହାନିକାରକ । ଏହି ସତର୍କତା ସିଗାରେଟ୍‌ ବକ୍ସରେ ଲେଖାଥାଇ ମଧ୍ୟ ଲୋକମାନେ ଧୂମପାନକୁ ନିଜର ଅଭ୍ୟାସରେ ପରିଣତ କରୁଛନ୍ତି । ସବୁ ଜାଣି ସେମାନେ ନିଜକୁ ଅନେକ ଶାରୀରିକ ସମସ୍ୟା ଆଡ଼କୁ ଠେଲି ଦେଉଛନ୍ତି । ଧୂମପାନ କରିବା ସମୟରେ ସେଥିରୁ ବାହାରୁଥିବା ଧୂଆଁ ଜରିଆରେ ନିକୋଟିନ୍‌ ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କରେ ପ୍ରବେଶ କରିଥାଏ । ଯାହା ଧିରେ ଧିରେ ମଣିଷକୁ ନିଜ ଅଧିନକୁ ନେଇ ଆସିଥାଏ । ଦିନକୁ ଦିନ ମଣିଷର ଧୂମପାନ କରିବାର ଅଭ୍ୟାସ ବଢ଼ି ବଢ଼ି ଚାଲିଥାଏ । ଯାହା ପରେ ଫୁସ୍‌ଫୁସ୍‌ କର୍କଟ ରୋଗର କାରଣ ପାଲଟି ଥାଏ । ଏଭଳି ସମସ୍ୟାରୁ ବଞ୍ଚିବା ସହ ଶରୀରରୁ ନିକୋଟିନ୍‌ ବାହାର କରିବା ପାଇଁ ହେଲେ ଧୂମପାନ ପରେ ଏହି ସବୁ ଫଳ ନିଶ୍ଚୟ ଭାବରେ ଖାଆନ୍ତୁ । ଆସନ୍ତୁ ଜାଣିବା ସେ ବିିଷୟରେ….

୧. ଫଳମାନଙ୍କ ମଧ୍ୟରୁ ସେଓକୁ ସବୁଠାରୁ ପୁଷ୍ଟିକର ବୋଲି କୁହାଯାଏ । ଏଥିରେ ଅନେକ ପ୍ରକାରର ଭିଟାମିନ୍‌ ଏବଂ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଥାଏ, ଯାହା ଫୁସ୍‌ଫୁସ୍‌ ସମ୍ବନ୍ଧିତ ସମସ୍ତ ସମସ୍ୟାକୁ ଦୂର କରିଥାଏ । ସେଥିପାଇଁ ଧୂମପାନ କରିବା ପରେ ସେଓ ନିଶ୍ଚୟ ଖାଆନ୍ତୁ ।

୨. ଫୁସ୍‌ଫୁସ୍‌ରେ ଜମା ହୋଇ ରହିଥିବା ନିକୋଟିନ୍‌ର ପ୍ରଭାବକୁ କମ କରିବା ପାଇଁ ରସୁଣ ଖାଇବା ଆରମ୍ଭ କରନ୍ତୁ । ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଆଣ୍ଟି-ବାୟୋଟିକ୍‌ ଗୁଣ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହ ନିକୋଟିନ୍‌ ଭଳି ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ।

୩. ଆଣ୍ଟି-ଅକ୍ସିଡ଼ାଣ୍ଟରେ ଭରପୂର ଥିବା ଡ଼ାଳିମ୍ବ ଶରୀରରେ ରକ୍ତ ସଞ୍ଚାଳନକୁ ଠିକ୍‌ ରଖିଥାଏ । ପ୍ରତିଦିନ ଧୂମପାନ କରୁଥିବା ଲୋକାମାନେ ଏହାର ଜୁସ୍‌ ନିହାତି ପିଇବା ଦରାକାର, ଯାହାଦ୍ୱାରା ଶରୀରରେ ନିକୋଟିନ୍‌ର ପ୍ରଭାବ କମ ହୋଇଥାଏ ।

୪. ଧୂମପାନ କରିବା ଦ୍ୱାରା ଧୂଆଁର ପ୍ରଭାବ ୩ ଦିନ ପର୍ଯ୍ୟନ୍ତ ରହିଥାଏ । ଯାହା ଶରୀରର ଭିତର ଅଂଶ ଉପରେ ପ୍ରଭାବ ପକାଇବା ସହ ତ୍ୱଚା ଉପରେ ପ୍ରଭାବ ପକାଇଥାଏ । ଧୂଆଁର ଏହି ପ୍ରଭାବକୁ କମ କରିବା ପାଇଁ ଗାଜର ଖାଆନ୍ତୁ । ଏଥିରେ ଥିବା ଭିଟାମିନ୍‌ ଏ, ସି ଏବଂ ବି ଶରୀରରେ ଜମାଥିବା ନିକୋଟିନ୍‌କୁ ବାହାରକୁ ବାହାର କରିବାରେ ସାହାଯ୍ୟ କରିଥାଏ ।

୫. ଭିଟାମିନ୍‌ ସି ଏବଂ ବି-୫ରେ ଭରପୂର ଥିବା ବ୍ରୋକ୍‌ଲିକୁ ସେବନ କରିବା ଦ୍ୱାରା ଶରୀର ଉପରେ ନିକୋଟିନର ପ୍ରଭାବ କମ ହୋଇଥାଏ ।

You Might Also Like

ଜାଣିରଖନ୍ତୁ ବିଛା କାମୁଡିଲେ କ’ଣ କରିବେ ! 

ଅମୃତଭଣ୍ଡାର ଉପକାରୀ ଗୁଣ

‘ରସୁଣ’ ଦୂର କରିଦେବ କ୍ୟାନ୍ସର ଭଳି ମାରାତ୍ମକ ରୋଗ

ଖରାଦିନେ କେମିତି କମାଇବେ ମୋଟାପଣ ?

କଲରା, ନିମ୍ୱ ସ୍ୱାସ୍ଥ୍ୟ ପାଇଁ ଭଲ କାହିଁକି?

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ଜୀବନଚର୍ଯ୍ୟା

ଛୋଟ ପିଲାମାନଙ୍କ ଦାନ୍ତ ଘଷିବା ପାଇଁ ଉପଯୁକ୍ତ ବୟସ କଣ ?

Levlive Odia
Levlive Odia
1 year ago
ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା, ଚଳଚଞ୍ଚଳ ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ମହିମାଗାଦି
ଦୁର୍ଗାପୂଜାରେ ଆକାଉଣ୍ଟକୁ ଆସିବ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି କିସ୍ତି
ଅନ୍ତିମ ଯାତ୍ରାରେ ମନମୋହନ ସିଂହ, କଂଗ୍ରେସ ମୁଖ୍ୟାଳୟରୁ ନିଗମବୋଧ ଘାଟ ଅଭିମୁଖେ ପାର୍ଥିବ ଶରୀର
କ୍ରିସମସ୍ ଟ୍ରି ଏବଂ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଚର୍ଚ୍ଚ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha