LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: କାଲିଠାରୁ ମିଳିବ ବୁଲେଟ ଟ୍ରେନର ସୁବିଧା
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ଦେଶ-ବିଦେଶ

କାଲିଠାରୁ ମିଳିବ ବୁଲେଟ ଟ୍ରେନର ସୁବିଧା

Levlive Odia
Last updated: October 20, 2023 11:50 am
Levlive Odia
2 years ago
Share
SHARE

କାଲିଠୁ ମିଳିବ ବୁଲେଟ ଟ୍ରେନ  ସୁବିଧା…ରା଼ପୀଡ଼ ଏକ୍ସର ଉଦଘାଟନ ପରେ ସାଧାରଣ ଲୋକମାନଙ୍କ ପାଇଁ ଏହା ୨୧ ଅକ୍ଟୋବର ସକାଳ ୬ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ହେବ । ୧୬୦ କିଲୋମିଟର ପ୍ରତିଘଣ୍ଟା ସ୍ପିଡରେ ଚାଲୁଥିବା ଏହି ଟ୍ରେନ ପ୍ରତି ୧୫ ମିନିଟରେ ଉପଲବ୍ଧ ହେବ । ଏହା ସାହିବାବାଦ, ଗାଜିଆବାଦ, ଗୁଲଧର, ଦୁହାଇ ଏବଂ ଡିପୋ ଷ୍ଟେସନରେ ଚାଲିବ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ ମାର୍ଚ୍ଚ ୨୦୧୯ ରେ ଏହି ଯୋଜନାର ଶିଳାନ୍ୟାସ କରିଥିଲେ । ୨୦୨୨ ଡିସେମ୍ବରରେ ଏହାର ପ୍ରଥମ ଭାଗ ନିର୍ମାଣ ହୋଇଥିଲା । ସୂଚନା ଅନୁସାରେ ଉଦଘାଟନର ଗୋଟିଏ ଦିନ ପରେ ଲୋକମାନେ ଏହାର ଲାଭ ଉଠାଇ ପାରିବେ । ଆରାମଦାୟକ ଏବଂ ଅତ୍ୟଧିକ ସ୍ପିଡର ମଜା ଉଠାଇ ପାରିବେ । ଦିଲ୍ଲୀରୁ ମେରଠ ୨୦୨୫ ପର୍ଯ୍ୟନ୍ତ କରିଡୋର ନିର୍ମାଣ ହେବ । ଏହା ପରେ ପରିଚାଳନା ଆରମ୍ଭ ହେବ । ଆରାମଦାୟକ ଏବଂ ଅତ୍ୟଧିକ ସ୍ପିଡର ମଜା ଉଠାଇ ପାରିବେ । ଦିଲ୍ଲୀରୁ ମେରଠ ୨୦୨୫ ପର୍ଯ୍ୟନ୍ତ କରିଡୋର ନିର୍ମାଣ ହେବ । ଏହା ପରେ ପରିଚାଳନା ଆରମ୍ଭ ହେବ ।

ଟିକେଟ କିପରି ପାଇବେ :

. ୟୁପିଆଇ ଏବଂ ଟିଭିଏମରୁ ଟିକେଟ ନେଇ ପାରିବେ ।

. ଟିକେଟ ବେଡିଙ୍ଗ ମେସିନ କିମ୍ବା ଷ୍ଟେସନ କାଉଣ୍ଟରରେ ଟିକେଟ କିଣି ପାରିବେ । ପେପର କ୍ୟୁଆର ଏବଂ ନ୍ୟାସନାଲ କମନ ମୋବିଲିଟି କାର୍ଡକୁ ରିଚାର୍ଯ୍ୟ କରିବା ପାଇଁୟୁନିଫାଇଡ ପେମେଟସ ଟିକେଟ ବେଡିଙ୍ଗ ମେସିନ ଲଗା ଯାଇଛି । ଯାତ୍ରୀ ଟିଭିଏମରୁ ଟିକେଟ କିଣିବା ପାଇଁ ନ୍ୟାସନାଲ କମନ ମୋବିଲିଟି କାର୍ଡ ଏବଂ ୟୁପିଆଇର ବ୍ୟବହାର କରି ପାରିବେ ।

. ସାମାନ୍ୟ କୋଚରେ ସାହିବାବାଦ ସେ ଦୁହାଇ ଡିପୋ ପର୍ଯ୍ୟନ୍ତ ଭଡା ୫୦ ଟଙ୍କା, ପ୍ରିମିୟମ କୋଚର ଭଡା ୧୦୦ ଟଙ୍କା ।

. ଏହି ଟ୍ରେନକୁ ଅଧିକାଂଶ ମହିଳା ଚଲାଇବେ ।

. ସାହିବାବାଦ ଷ୍ଟେସନରେ ଯୁବତୀ କଷ୍ଟ୍ରୋଲରେ ରହିଛନ୍ତି ।

. ଏଥିରେ ୬୦ ପ୍ରତିଶତ ମହିଳା କାମ କରୁଛନ୍ତି ।

. ଏଥିରେ ବିଜନେସ କ୍ଲାସ କୋଚରେ ଖାଇବା ସୁବିଧା ଅଛି, ଏଥିରେ ଆରାମଦାୟକ ସିଟ ଅଛି ।

. ବିଜନେସକ୍ଲାସ କୋଚରେ ପ୍ରବେଶ କରିବା ପାଇଁ ପ୍ଲାଟଫର୍ମରେ ଏକ ବିଶେଷ ଲାଉଞ୍ଜ ଅଛି ।

. ଦିବ୍ୟାଙ୍ଗ ଲୋକମାନଙ୍କ ପାଇଁ ହ୍ୱୁଇଲ ଚ୍ୟାୟାର ବ୍ୟବସ୍ଥା ରହିଛି ।

. ମହିଳାଙ୍କ ପାଇଁ ଏକ କୋଚ ସଂରକ୍ଷିତ ।

. ମହିଳାଙ୍କ ପାଇଁ ଅନ୍ୟ କୋଚରେ ମଧ୍ୟ ସିଟ ରହିଛି ।

. ଦିବ୍ୟାଙ୍ଗ ମାନଙ୍କ ପାଇଁ ଲିଫ୍ଟ ଏବଂ ସ୍ୱଂୟ ଚାଳିତ ସିଢି ମଧ୍ୟ ରହିଛି ।

. ୨୦୨୩ ଜାନୁୟାରୀରେ ଏହା ଉପରେ ଟ୍ରାଏଲ ଚାଲୁଥିଲା । ଦିଲ୍ଲୀ ମେରଠ ପର୍ଯ୍ୟନ୍ତ ଏହି ପରି ଯୋଜନା ୮୨ କିଲୋମିଟର ।

. ପ୍ରତ୍ୟେକଟି ଟ୍ରେନରେ ୬ ଟି ବଗିଥାଏ ।

. ଟ୍ରେନରେ ବସି ଏବଂ ଠିଆ ହୋଇ ୧୭୦୦ ଯାତ୍ରୀ ଯାତ୍ରା କରିପାରିବେ ।

. ପ୍ରତି କୋଚରେ ୭୨ ସିଟ ଥାଏ,ପ୍ରିମିୟମ କୋଚରେ ୬୨ ସିଟ ଥାଏ ।

You Might Also Like

ଭାରତରେ କରୋନାର କେପି-୧ ଭାରିଆଣ୍ଟ୍

ଭାରତରେ ଭୂମିକମ୍ପ;ଅଧଘଣ୍ଟା ମଧ୍ୟରେ ଜୟପୁର ଓ ମଣିପୁରରେ ଭୂକମ୍ପନ

କାୟା ମେଲାଉଛି HMPV ଭାଇରସ୍‌, ଭାରତରେ ଚିହ୍ନଟ ହେଲା ପ୍ରଥମ କେସ୍‌

ରାମଙ୍କୁ ଦେଖି ହାତ ଯୋଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଜ୍ଞାନେଶ କୁମାର ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜନୀତିଦେଶ-ବିଦେଶ

୨୮ ରେ ଓଡିଶା ଆସିବେ ରାହୁଲ

Swarnnashri Mishra
Swarnnashri Mishra
1 year ago
ବୁଲଡୋଜର୍‌ ଆକ୍ସନ ଉପରେ ବ୍ରେକ୍‌ ଲଗାଇଲେ ସୁପ୍ରିମକୋର୍ଟ, କହିଲେ ‘ଉପଯୁକ୍ତ ପ୍ରକ୍ରିୟା ନ କରି ଅଭିଯୁକ୍ତଙ୍କ ଘର ଭାଙ୍ଗିବା ଅସାମ୍ବିଧାନିକ’
୪ ଜିଲ୍ଲାରେ ଟପିବ ୪୫ ଡିଗ୍ରୀ ତାପମାତ୍ରା !
ଆସିଲା ଫୋନ୍ କଲ କାହାକୁ ମିଳିବ ମନ୍ତ୍ରୀପଦ..
ଗଣତି ସରିବା ପରେ ସାର୍ବଜନୀନ ହେବ ରତ୍ନଭଣ୍ଡାର ଅଳଙ୍କାର: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha