LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଶିକ୍ଷକତାରୁ ରାଜନୀତି: ଆପ୍‌ରେ ଯୋଗଦେଲେ ଅଓ୍ବଧ ଓଝା
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ଦେଶ-ବିଦେଶ

ଶିକ୍ଷକତାରୁ ରାଜନୀତି: ଆପ୍‌ରେ ଯୋଗଦେଲେ ଅଓ୍ବଧ ଓଝା

Levlive Odia
Last updated: December 2, 2024 1:45 pm
Levlive Odia
7 months ago
Share
SHARE

ନୂଆଦିଲ୍ଲୀ: ମୋଟିଭେସନାଲ ସ୍ପିକର ବା ସେଲିବ୍ରିଟି ଶିକ୍ଷକ ଭାବେ ପରିଚିତ ଅଓ୍ବଧ ଓଝା ସାର୍‌ ଶିକ୍ଷକତାରୁ ରାଜନୀତିରେ ପ୍ରବେଶ କରିଛନ୍ତି। ସେ ସୋମବାର ଆମ ଆଦମୀ ପାର୍ଟି(ଆପ୍‌)ରେ ଯୋଗଦେଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଦଳରେ ଯୋଗଦାନ କରିଥିବାରୁ ଚଳିତ ଥର ତାଙ୍କୁ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଟିକେଟ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ୟୁଟ୍ୟୁବରେ ସେ ଅଓ୍ବଧ ଓଝା ସାର ନାମରେ ବେଶ ପରିଚିତ। ତାଙ୍କର ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ। ୟୁପିଏସସି ଆଶାୟୀମାନଙ୍କୁ ସେ ଶିକ୍ଷାଦାନ କରିଆସୁଛନ୍ତି। ସେ ନିଜେ ଜଣେ ଆଇଏଏସ ଅଧିକାରୀ ହେବାକୁ ଚାହୁଁଥିଲେ। କିନ୍ତୁ ଅଧାରୁ ପ୍ରସ୍ତୁତି ଛାଡ଼ି ଶିକ୍ଷକତା ଆରମ୍ଭ କରିଥିଲେ। ତାଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୧୧ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି।

You Might Also Like

୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଏହି ଦିନ ରାମ ମନ୍ଦିରରେ ବିରାଜିବେ ପ୍ରଭୁ ରାମଲଲା

ଗୃହ ମନ୍ତ୍ରଣାଳୟ ପକ୍ଷରୁ ୫ ଏନ୍‌ଜିଓ ବିରୋଧରେ ବଡ ଆକ୍ସନ

ତୃତୀୟ ପର୍ଯ୍ୟାୟରେ କମିଲା ଭୋଟ ହାର

‘ସୁପ୍ରିମକୋର୍ଟ ଯଦି ଆଇନ ତିଆରି କରିବେ, ତେବେ ସଂସଦକୁ ବନ୍ଦ କରିଦିଆଯାଉ’

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ଦେଶ-ବିଦେଶ

ପାରିବାରିକ କଳହ ପାଇଁ ମା’ ଓ ୪ଭଉଣୀଙ୍କୁ ହତ୍ୟା କଲା ଯୁବକ

Levlive Odia
Levlive Odia
6 months ago
୧୨ ଟନ୍ ବାଲିରେ ୨୦ ଫୁଟର ବାଲକ୍ ରାମଙ୍କ ବାଲୁକା
ଅକ୍ଷୟ ତୃତୀୟା ପାଇଁ ସୁନାଦରରେ ହ୍ରାସ
ପରଲୋକରେ ନେତା ନବ ଦାସଙ୍କ ମା’
ମୁକୁଳା ଡ୍ରେନ୍‌ ନେଲା ଜୀବନ, ସ୍ଲାବ୍ ପଡିନଥିବାରୁ ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha