LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଲୋକସଭା ନିର୍ବାଚନ ପରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ବଡ଼ ବୟାନ; ଏନଡ଼ିଏ ରେ ଅଛି ଆଉ ରହିବ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜନୀତିଦେଶ-ବିଦେଶ

ଲୋକସଭା ନିର୍ବାଚନ ପରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ବଡ଼ ବୟାନ; ଏନଡ଼ିଏ ରେ ଅଛି ଆଉ ରହିବ

Swarnnashri Mishra
Last updated: June 5, 2024 1:03 pm
Swarnnashri Mishra
1 year ago
Share
SHARE

ଲୋକସଭା ନିର୍ବାଚନ ୨୦୨୪ ର ଫଳାଫଳ ଆସି ଯାଇଛି । ବିଜେପି ଏହି ନିର୍ବାଚନ ରେ ସବୁଠୁ ବଡ଼ ପାର୍ଟି ଭାବେ ନିଜକୁ ପ୍ରମାଣିତ କରିଛି । ସେହିପରି ଏନଡ଼ିଏ ବଡ଼ ମେଣ୍ଟ ଭାବେ ଠିଆ ହୋଇଛି । କିନ୍ତୁ ବିଜେପି ଓ ଏନଡ଼ିଏ ର ଦାବି ଅନୁସାରେ ସିଟ୍ ମିଳିପାରିନାହିଁ । ବିଜେପି କୁ ୨୪୦ ଆସନ ମିଳିଛି ଯାହା ପୁର୍ଣ୍ଣ ସଂଖ୍ୟାା ଗରିଷ୍ଠ ତାରୁ କମ । କିନ୍ତୁ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ମେଣ୍ଟକୁ ୨୯୨ ଆସନ ମିଳିଛି । ଯାହା ପୁର୍ଣ୍ଣ ସଂଖ୍ୟାା ଗରିଷ୍ଠତାରୁ ଅଧିକ । ଏପରି ସ୍ଥିତି ରେ ପିଏମ ନରେନ୍ଦ୍ର ମୋଦି ୩ୟ ଥର କେନ୍ଦ୍ର ରେ ସରକାର ଗଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥର କିନ୍ତୁ ବିଜେପି କୁ ନିଜର ସହଯୋଗୀ ଦଳ ଉପରେ ନିର୍ଭର କରିବାକୁ ପଡ଼ିବ । ଏହି ସଯଯୋଗୀ ଦଳ ଭିତରୁ ଚନ୍ଦ୍ରବାବୁ ନାଇଡ଼ୁଙ୍କ ନେତୃତ୍ୱାଧିନ ଟିଡ଼ିପି ଅଛି । ଟିଡ଼ିପି କୁ ଆନ୍ଧ୍ରପଦେଶ ରେ ୧୬ ଟି ଆସନ ମିଳିଛି । ଜାତୀୟ ସ୍ତରରେ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ଯେ ଚନ୍ଦ୍ରବାବୁ ନାଇଡ଼ୁ ଓ ନିତୀଶ କୁମାରଙ୍କୁ ବିଚାରଳୟ କୁ ଆଣି ଇଣ୍ଡିଆ ମେଣ୍ଟ ସରକାର ଗଢିବ । ଏହି ଚର୍ଚ୍ଚା କିନ୍ତୁ ଗ୍ରହଣ କରିନାହାନ୍ତି ଚନ୍ଦ୍ରବାବୁ ନାଇଡ଼ୁ । ଆଜି ଦିଲ୍ଲି ରେ ଏନଡ଼ିଏ ର ମିଟିଂ । ଏହି ବୈଠକରେ ଏନଡ଼ିଏ ର ସମସ୍ତ ଦଳ ଭାଗ ନେବେ । ମିଟିଂ ରେ ଯୋଗ ଦେବା ପୂର୍ବରୁ ଚନ୍ଦ୍ରବାବୁ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ମୁଁ ଅନୁଭବୀ । ମୁଁ ଦେଶ ର କେତେକ ରାଜନୈତିକ ପରିବର୍ତ୍ତନ କୁ ଦେଖିିଛି । ଆମେ ଏନଡ଼ିଏ ରେ ଅଛୁ ଆଉ ରହିବୁ ।

You Might Also Like

ଅଯୋଧ୍ୟାରେ ଭବ୍ୟ ଦୀପୋତ୍ସବ

ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ: ୫ ପର୍ଯ୍ୟଟକ ଆହତ

୧୦ବର୍ଷରେ ହାତୀ ନେଇଛନ୍ତି ୧୧୪୫ଜୀବନ

ମହିଳାଙ୍କୁ ମିଳିବ ୫ ଲକ୍ଷ ଟଙ୍କା

ପ୍ରକାଶ ପାଇଲା ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାର ଲିଷ୍ଟ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

ମେ’ ଦ୍ବିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

Levlive Odia
Levlive Odia
1 year ago
ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ତନାଘନା
ଭୟଭୀତ ନ ହେବାକୁ ବାଲୁକା କଳାରେ ବାର୍ତ୍ତା
ନିଲମ୍ବନ ନେଇ ବଢୁଛି ବିବାଦ: ତାରାଙ୍କ ସମର୍ଥନରେ ବାହାରିଲା ବିଜେଡି
ଆଜି ଶପଥ ନେବେ ଟ୍ରମ୍ପ୍‌
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha